କରୋନା ସହିତ ଲଢିବା ପାଇଁ ଏହି ଦେଶର ପ୍ରତ୍ୟେକ ସ୍ଥାନରେ ଲାଗିଛି ‘ଓ୍ଵାଶ ବେସିନ୍’, ସମସ୍ତେ କରୁଛନ୍ତି ପ୍ରଶଂସା
କରୋନା ଭାଇରସ ଅର୍ଥାତ୍ COVID-19 ଏବେ ବିଶ୍ୱର ୧୩୧ଟି ଦେଶରେ କାୟା ବିସ୍ତାର କରିଚାଲିଛି। କରୋନା ମୃତ୍ୟୁସଂଖ୍ୟା ୪ ହଜାରରୁ ଉର୍ଦ୍ଧ୍ୱ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି। ଭାରତରେ ଏପର୍ଯ୍ୟନ୍ତ ୮୧ଟି ମାମଲା ଦେଖିବାକୁ ମିଳିଲାଣି। କରୋନା ଯୋଗୁଁ ଦେଶର ଅଧିକାଂଶ ସ୍କୁଲ,…