ଅଣନିଃଶ୍ୱାସୀ ହୋଇଗଲେ ଜିନତ ଅମାନ …ତଣ୍ଟିରେ ଅଟକି ଗଲା ବଟିକା
ବଲିଉଡରେ ବହୁ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଜୀନତ ଅମାନ । ତାଙ୍କ ଅଭିନୟର ଯାଦୁ ଆଜି ବି ଲୋକଙ୍କୁ ବାନ୍ଧି ରଖିଛି । ସବୁବେଳେ ସେ ବେଶ ଚର୍ଚ୍ଚାରେ ରହିଆସିଛନ୍ତି । ଏହି ଅଭିନେତ୍ରୀ ଇନଷ୍ଟାଗ୍ରାମରେ କିଛି ଲେଖା ସେୟାର କରିଛନ୍ତି । ଯେଉଁଥିରେ ଲେଖା ହୋଇଛି କି ସେ ମୃତ୍ୟୁମୂଖରୁ…