Below header

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ, ପାଣି ପମ୍ପ ଚଲେଇବା ସମୟରେ ଦୁର୍ଘଟଣା

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ  l ମୃତକ ହେଲେ ବାଲିଗୁଡା ଥାନା ସିନ୍ଦ୍ରିଗାଁ ପଂଚାୟତ ବୋରିଗୁଡା ଗାଁର ବାପୁଜୀ ବେହେରା  l

ବାଲିଗୁଡା : ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ  l ମୃତକ ହେଲେ ବାଲିଗୁଡା ଥାନା ସିନ୍ଦ୍ରିଗାଁ ପଂଚାୟତ ବୋରିଗୁଡା ଗାଁର ବାପୁଜୀ ବେହେରା  l ଆଜି ସକାଳୁ ନିଜ ବାଡ଼ି ପଟେ ଥିବା ପାଣି ପମ୍ପ ଚଲେଇବା ସମୟରେ ବିଦ୍ୟୁତ ଆଘାତରେ ଯୁବକ ଜଣକ ଅଚେତ ହୋଇଥିଲେ  l ପରିବାର ଲୋକ ଯୁବକଙ୍କୁ ବାଲିଗୁଡା ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ  l କିନ୍ତୁ ଡାକ୍ତର ସେଠାରେ ତାଙ୍କୁ  ମୃତ ଘୋଷଣା କରିଛନ୍ତି l ବାଲିଗୁଡା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.