Below header

୨୪ ହଜାର ଟଙ୍କା ଶସ୍ତାରେ ମିଳୁଛି iPhone 14, ଜାଣନ୍ତୁ କେଉଁଠି ମିଳୁଛି ଅଫର

ଆଇଫୋନ ବ୍ୟବହାର କରିବାକୁ କିଏ ବା ନ ଚାହେଁ କିନ୍ତୁ ଏହାର ଦାମ ଯୋଗୁଁ ମଧ୍ୟବିତ୍ ପରିବାରର ଲୋକେ ଏହାକୁ ୟୁଜ କରିପାରନ୍ତି ନାହିଁ । କିନ୍ତୁ ଏବେ ମିଳୁଥିବା ଅଫରରେ ଆପଣ ଅତି ସହଜରେ ଆଇଫୋନ ୧୪  କିଣିପାରିବେ । ୨୦୨୨ ମସିହାରେ ଲଞ୍ଚ ହୋଇଥିବା ଏହି ଫୋନରେ ୬.୧ ଇଞ୍ଚ ସୁପର ରେଟିନା OLED ଡିସପ୍ଲେ ଅଛି, ଯାହା ସୁନ୍ଦର ଏବଂ କ୍ଲିୟର ଭିଜୁଆଲ୍ ଦେଇଥାଏ ।

ଆଇଫୋନ ବ୍ୟବହାର କରିବାକୁ କିଏ ବା ନ ଚାହେଁ କିନ୍ତୁ ଏହାର ଦାମ ଯୋଗୁଁ ମଧ୍ୟବିତ୍ ପରିବାରର ଲୋକେ ଏହାକୁ ୟୁଜ କରିପାରନ୍ତି ନାହିଁ । କିନ୍ତୁ ଏବେ ମିଳୁଥିବା ଅଫରରେ ଆପଣ ଅତି ସହଜରେ ଆଇଫୋନ ୧୪  କିଣିପାରିବେ । ୨୦୨୨ ମସିହାରେ ଲଞ୍ଚ ହୋଇଥିବା ଏହି ଫୋନରେ ୬.୧ ଇଞ୍ଚ ସୁପର ରେଟିନା OLED ଡିସପ୍ଲେ ଅଛି, ଯାହା ସୁନ୍ଦର ଏବଂ କ୍ଲିୟର ଭିଜୁଆଲ୍ ଦେଇଥାଏ । ଏହି ଫୋନ୍ ସର୍ବୋତ୍ତମ ଫ୍ଲାଗସିପ୍ ଫୋନ୍ ଉପରେ ମଧ୍ୟ ଭାରି ପଡେ ।

ଆଇଫୋନ୍ ୧୪ର ୧୨୮ ଜିବି ଷ୍ଟୋରେଜ୍ ଭାରିଆଣ୍ଟ ୭୯,୦୦୦ ଟଙ୍କା ମୂଲ୍ୟରେ ଲଞ୍ଚ କରାଯାଇଥିଲା । କିନ୍ତୁ ଏବେ ଏହି ଫୋନ୍ ଫ୍ଲିପକାର୍ଟ ଡିସକାଉଣ୍ଟରେ ବ୍ଲୁ କଲର ଭାରିଆଣ୍ଟରେ ମାତ୍ର ୫୫,୯୯୯ ଟଙ୍କାରେ ଉପଲବ୍ଧ । ଏହିପରି, ଏହି ଫୋନ୍ ପ୍ରାୟ ୨୪ ହଜାର ଟଙ୍କା ଡିସକାଉଣ୍ଟରେ ଉପଲବ୍ଧ । ଫ୍ଲିପକାର୍ଟର ଏହି ଅଫରରେ, ଯଦି ଆପଣ HDFC ବ୍ୟାଙ୍କ କିମ୍ବା HSBC କାର୍ଡ ମାଧ୍ୟମରେ ପେମେଣ୍ଟ କରନ୍ତି, ତେବେ ଏହାର ମୂଲ୍ୟ ଆହୁରି ହ୍ରାସ କରାଯାଇପାରେ । ଏହି ଦୁଇଟି କାର୍ଡ ସହିତ EMI ଟ୍ରଜାକ୍ସନ ମାଧ୍ୟମରେ କରାଯାଇଥିବା କ୍ରୟ ଉପରେ ୩୫୦୦ ଟଙ୍କା ଡିସକାଉଣ୍ଟ ଉପଲବ୍ଧ ।

ଏହି ଉପାୟରେ, ଯଦି ଆପଣ ବ୍ୟାଙ୍କ ଅଫରର ଲାଭ ଉଠାନ୍ତି ତେବେ ଏହି ଆଇଫୋନ୍ ଆପଣଙ୍କୁ ୫୨,୪୯୯ ଟଙ୍କାରେ ମିଳିପାରିବ । ଏହା ବ୍ୟତୀତ ଆଉ ଏକ ବଡ ଡିଲ୍ ମଧ୍ୟ ଅଛି । ଆପଣ ଫୋନରେ ଏକ୍ସଚେଞ୍ଜ୍ ବୋନସ୍ ମଧ୍ୟ ପାଇପାରିବେ । ତେବେ ଏହି ଏକ୍ସଚେଞ୍ଜ ଅଫର କୌଣସି ଛୋଟ ଅଫର ନୁହେଁ ବରଂ ଏହା ୪୧ ହଜାର ଟଙ୍କା ପର୍ଯ୍ୟନ୍ତ, କିନ୍ତୁ ଏହାର ମୂଲ୍ୟ ଆପଣଙ୍କ ପୁରୁଣା ଫୋନର କଣ୍ଡିସନ, ମଡେଲ ଏବଂ ବ୍ରାଣ୍ଡ ଉପରେ ନିର୍ଭର କରେ ।

ଆଇଫୋନ୍ ୧୪ ଏହାର ଶକ୍ତିଶାଳୀ ପ୍ରୋସେସର୍, କ୍ୟାମେରା ଏବଂ ଡିସପ୍ଲେ ହେତୁ ସର୍ବୋତ୍ତମ ଫ୍ଲାଗସିପ୍ ଫୋନ୍ ଠାରୁ ମଧ୍ୟ ଅଧିକ ଭଲ । ଆଇଫୋନ୍ ୧୪ ର ଫିଚର୍ସ ବିଷୟରେ କହିବାକୁ ଗଲେ, ଏହି ଫୋନରେ ୬.୧ ଇଞ୍ଚ ସୁପର ରେଟିନା OLED ଡିସପ୍ଲେ ଅଛି, ଯାହା ସୁନ୍ଦର ଏବଂ କ୍ଲିୟର ଭିଜୁଆଲ୍ ଦେଇଥାଏ । ଏହାର HDR ସପୋର୍ଟ ମଧ୍ୟ ଅଛି ଏବଂ ଏକ ଦମଦାର ଏକ୍ସପେରିଏନ୍ସ ମଧ୍ୟ ପ୍ରଦାନ କରେ । ତେଣୁ ଯଦି ଆପଣ ମଧ୍ୟ ଏକ ଆଇଫୋନ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.