Below header

ଗ୍ରାମୀଣ ଡାକ ବିଭାଗରେ ଖାଲିପଡିଛି ୨୨୯୬ ପଦବୀ, ୧୦ମ ପାସ୍ କରନ୍ତୁ ଆବେଦନ

ଡାକ ବିଭାଗରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଡାକ ବିଭାଗ ଆନ୍ଧ୍ରପ୍ରଦେଶ ପୋଷ୍ଟାଲ ସର୍କଲ ପାଇଁ ୨୨୯୬ ଗ୍ରାମୀଣ ଡାକ ସେବକ (GDS) ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛି। ୧୦ମ ପାସ୍ କରିଥିବା ପ୍ରାର୍ଥୀ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଅଧିକ ଜାଣିବା ପାଇଁ indiapost.gov.in କୁ ଯାଇ ନୋଟିଫିକେସନ ଚେକ୍ କରିପାରିବେ।

ପଦବୀ ବିବରଣୀ: ୨୨୯୬

ଶିକ୍ଷାଗତ ଯୋଗ୍ଯତା: ଆବେଦନ କରୁଥିବା ପ୍ରାର୍ଥୀ ୧୦ମ ପାସ୍ କରିଥିବା ଆବଶ୍ଯକ।

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ୨୬ ଫେବ୍ରୁଆରୀ ରହିଛି।

ଦରମା: ଯୋଗ୍ଯ ପ୍ରାର୍ଥୀଙ୍କୁ ମାସକୁ ୧୦ ହଜାର ଦରମା ମିଳିବ।

india-post-

ବୟସ ସୀମା: ପ୍ରାର୍ଥୀଙ୍କ ବୟସ ଅତିକମରେ ୧୮ ବର୍ଷ ଏବଂ ଅତି ବେଶିରେ ୪୦ ବର୍ଷ ହୋଇଥିବା ଆବଶ୍ଯକ।

ଆବେଦନ ଶୁଳ୍କ: ଅଣସଂରକ୍ଷିତ ପୁରୁଷ ପ୍ରାର୍ଥୀ ଆବେଦନ ଶୁଳ୍କ ୧୦୦ ଟଙ୍କା ରହିଥିବା ବେଳେ ମହିଳାଙ୍କ ପାଇଁ ନିଶୁଳ୍କ ରହିଛି।

https://appost.in/gdsonline/Home.aspx

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.