Below header

ସଚେତନ କରିଥିବା ଅଭିନେତ୍ରୀ ନିଜେ କଲେ କ୍ରାଇମ, ଝୁଲିଗଲେ ପ୍ରେକ୍ଷା

ଟିଭି ଅଭିନେତ୍ରୀ ପ୍ରେକ୍ଷା ମେହେତା ଆଉ ନାହାନ୍ତି । ନିଜର ଇନ୍ଦୋରରେ ଥିବା ଘରେ ବେକରେ ଫାଶୀ ଲଗେଇ ଆତ୍ମହତ୍ୟା କରିଛନ୍ତି । ରିପୋର୍ଟ ମୁତାବକ, କ୍ରାଇମ୍ ପାଟ୍ରୋଲ୍, ମେରି ଦୁର୍ଗା ଓ ଲାଲ୍ ଇଶ୍କ ଭଳି ସିରିୟଲରେ କାମ କରିଥିବା ଅଭିନେତ୍ରୀ ପ୍ରେକ୍ଷା (୨୫) ଙ୍କୁ ଲକ୍‌ଡାଉନ ଯୋଗୁଁ କେଉଁଠି କାମ ମିଳୁନଥିଲା । ଯେଉଁଥି ପାଇଁ ସେ ବହୁତ ଅବସାଦରେ ଥିଲେ । ଏହା ସହ ସେ ସୋସିଆଲ ମିଡ଼ିଆରେ ନିଜର ଶେଷ ପୋଷ୍ଟ ଶେୟାର କରି ଲେଖିଥିଲେ – ସବୁଠୁ ଖରାପ ହୋଇଥାଏ ସ୍ୱପ୍ନ ସବୁ ମରିଯିବା । କୁହାଯାଉଛି କି ସେ ଡିପ୍ରେସନରେ ଆସି ଏମିତି ପଦକ୍ଷେପ ନେଇଛନ୍ତି ।

 

View this post on Instagram

 

चेहरे की हंसी के पीछे ऎसा बहुत कुछ छुपा होता हैं जिसे हर कोई नहीं समझ सकता। प्रेक्षा का आखरी स्टेटस था-“सबसे बुरा होता हैं सपनों का मर जाना” हमें मेंटल हेल्थ के लिए उतना ही जागरूक होना होगा जितना कि हम फिजिकल हेल्थ के लिए होते हैं। हमारे “एम.पी.एस.डी.” परिवार की एक सदस्य अब नहीं रही। #missyoupreksha #mpsdfamily #MPSD (Madhya Pradesh School of Drama) #theatrefamily #RIPPrekshaMehta #artist #suicide #mentalhealth #prekshamehta #preksha #prekshamehtasuicide #mentalhealthawareness #depration #anxiety #actress #tvartist #theatreartist #mpsd #theatre #mumbai #indore #rip

A post shared by Richa Tiwari (@richatiwari309) on

ପ୍ରେକ୍ଷା ଟିଭି ଅଭିନେତ୍ରୀ ଥିଲେ ଏବଂ ଲକ୍ ଡାଉନ୍ ଲାଗୁ ହେବା ଯୋଗୁଁ ସେ ନିଜ ପରିବାର ସହ ରହୁଥିଲେ। ପ୍ରେକ୍ଷାଙ୍କର ଶେଷ ପୋଷ୍ଟ ଥିଲା – “ସବୁଠୁ ଖରାପ ହୋଇଥାଏ ସ୍ୱପ୍ନ ସବୁ ମରିଯିବା । “ ଆମକୁ ମେଣ୍ଟାଲ ହେଲଥ ପାଇଁ ସେତିକି ହିଁ ସଚେତନ ହେବାକୁ ପଡ଼ିବ ଯେତିକି ଆମକୁ ଫିଜିକଲ ହେଲଥ ପାଇଁ ହୋଇଥାଏ । ହୁଏତ ପ୍ରେକ୍ଷା କାମ ନ ମିଳିବା ଯୋଗୁୃ ଅବସାଦ ଗ୍ରସ୍ତ ହୋଇ ଏପରି ପଦକ୍ଷେପ ନେଇଥିବା କଥା ସ୍ଥାନୀୟ ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.