Below header

ଓଡ଼ିଶା ଚାଷୀଙ୍କୁ ଘାରିଲାଣି ପଙ୍ଗପାଳ ଭୟ, ସତର୍କ ରହିବାକୁ ଆଡଭାଇଜାରୀ ଜାରି କଲା ଓୟୁଏଟି

ଭୁବନେଶ୍ବର: କରୋନା ଭୟ ନଯାଉଣୁ ଓଡ଼ିଶା ଚାଷୀଙ୍କୁ ଘାରିଲାଣି ପଙ୍ଗପାଳ ଭୟ। ଆପଣଙ୍କୁ ଶୁଣିଲେ ଆଶ୍ଚର୍ଯ୍ଯ ଲାଗିବ ଯେ ଏହି ବିପଦଜ୍ଜନକ କୀଟ ପାକିସ୍ତାନକୁ ମାଡିଆସୁଛି ଓଡ଼ିଶା । ଗୋଟିଏ ପରେ ଗୋଟିଏ ରାଜ୍ୟ ଅତିକ୍ରମ କରୁଥିବା ଏହି ପଙ୍ଗପାଳ ଏବେ ଓଡ଼ିଶା ପ୍ରତି ବିପଦ ସୃଷ୍ଟି କରିବା ଆଶଙ୍କା ଦେଖାଦେଇଛି। ଏଥିପାଇଁ ଚାଷୀଙ୍କୁ ସତର୍କ ରହିବାକୁ ଆଡଭାଇଜାରୀ ଜାରି କରିଛି ଓଡ଼ିଶା କୃଷି ଓ ବୈଷୟିକ ବିଦ୍ୟାଳୟ(ଓୟୁଏଟି)।

ପଙ୍ଗପାଳଙ୍କ ଆକ୍ରମଣରୁ ଫସଲକୁ ସୁରକ୍ଷା ଦେବା ଲାଗି ପଦକ୍ଷେପ ନେବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି। ତେବେ ପଙ୍ଗପାଳ ଲାଗିଲେ  ଚାଷୀଙ୍କୁ ବହୁତ ଆର୍ଥିକ କ୍ଷତି ପହଞ୍ଚିଥାଏ। ତେଣୁ ଏବେ ଓଡିଶାକୁ ପଙ୍ଗପାଳ ଆକ୍ରମଣ ଭୟ ଦେଖାଦେଇଛି। ଏହି ପଙ୍ଗପାଳଙ୍କ ଆକ୍ରମଣରୁ ଫସଲକୁ ରକ୍ଷା କରିବା ପାଇଁ ନିମ୍ବ ମଞ୍ଜିରୁ ପ୍ରସ୍ତୁତ ଦ୍ରବଣର ସିଞ୍ଚନ ସହାୟକ ହୋଇପାରେ। ତେବେ ଖାଲି ଓଡିଶା ନୁହେଁ ଏହା  ରାଜସ୍ଥାନ, ମଧ୍ୟପ୍ରଦେଶ ସହ ବିଭିନ୍ନ ରାଜ୍ୟରେ ଫସଲକୁ ବ୍ୟାପକ କ୍ଷତି ପହଞ୍ଚାଲେଣି।

PANGAPALA

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.