Below header
Browsing Tag

ouat

ଓଡିଶା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, OUAT ରେ ଖାଲିପଡିଛି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆଉ ଯଦି ଆପଣ ଟିଚିଂ ଲାଇନରେ ଓଡିଶାରେ ଚାକିରି ଖୋଜୁଛନ୍ତି, ତେବେ ଆଜି ହିଁ ଆବେଦନ କରିଦିଅନ୍ତୁ। ଓଡିଶାରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲି। ଓଡିଶା ୟୁନିଭରସିଟି ଅଫ ଏଗ୍ରୀକଲ୍ଚର ଆଣ୍ଡ ଟେକ୍ନୋଲୋଜିରେ ଭର୍ତ୍ତି ପାଇଁ ଏକ ନୋଟିଫିକେସନ…

କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡ଼କର ଚାଲିଛି କାରଣ ଖୋଜା, ଭବାନୀପାଟଣାରେ ପହଁଚିଲେ ଭୁବନେଶ୍ୱର OUATର ଏକ…

କଳାହାଣ୍ଡି : କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟ ରେ ହାତୀ ମଡ଼କର ଚାଲିଛି କାରଣ ଖୋଜା। ଭୁବନେଶ୍ୱର OUATର ଏକ ବିଶେଷଜ୍ଞ ଦଳ ଭବାନୀପାଟଣାରେ ପହଞ୍ଚିଛନ୍ତି। ୧୪ଦିନ ମଧ୍ୟରେ ୬ଟି ହାତୀର ମୃତ୍ୟୁ ଘଟିବା ପରେ ହାତୀଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଭୟାରଣ୍ୟର ଘୁଷୁରୀଗୁଡି ନାଳ…

ଓଡ଼ିଶା ଚାଷୀଙ୍କୁ ଘାରିଲାଣି ପଙ୍ଗପାଳ ଭୟ, ସତର୍କ ରହିବାକୁ ଆଡଭାଇଜାରୀ ଜାରି କଲା ଓୟୁଏଟି

ଭୁବନେଶ୍ବର: କରୋନା ଭୟ ନଯାଉଣୁ ଓଡ଼ିଶା ଚାଷୀଙ୍କୁ ଘାରିଲାଣି ପଙ୍ଗପାଳ ଭୟ। ଆପଣଙ୍କୁ ଶୁଣିଲେ ଆଶ୍ଚର୍ଯ୍ଯ ଲାଗିବ ଯେ ଏହି ବିପଦଜ୍ଜନକ କୀଟ ପାକିସ୍ତାନକୁ ମାଡିଆସୁଛି ଓଡ଼ିଶା । ଗୋଟିଏ ପରେ ଗୋଟିଏ ରାଜ୍ୟ ଅତିକ୍ରମ କରୁଥିବା ଏହି ପଙ୍ଗପାଳ ଏବେ ଓଡ଼ିଶା ପ୍ରତି ବିପଦ ସୃଷ୍ଟି କରିବା ଆଶଙ୍କା…

OUATରେ 5T ସଚିବ ଭି.କେ ପାଣ୍ଡିଆନ୍‌, ସକାଳୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ପହଞ୍ଚିଥିଲେ 5T ସଚିବ

କେନ୍ୟୁଜ୍(ବ୍ୟୁରୋ): OUATରେ 5T ସଚିବ ଭି.କେ ପାଣ୍ଡିଆନ୍‌ । ଆଜି ସକାଳୁ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ପହଞ୍ଚି ଥିଲେ 5T ସଚିବ । OUAT ବୁଲିବା ସହ ଅଧିକାରୀଙ୍କ ସହ ଭିତ୍ତିଭୂମି ନେଇ ଆଲୋଚନା କରିଥିଲେ । ଏହା ସହ OUAT ପରିସରରେ ଥିବା ହଷ୍ଟେଲ ଓ ମେସ୍‌ର ତଦାରଖ କରିଥିଲେ 5T…

ଆଜି ବି ଜାରି ରହିବ କୁକୁଡା ମରା ଅଭିଯାନ, ଓୟୁଏଟି କୁକୁଡା ଫାର୍ମ ଓ ଏହାର ୧କିଲୋମିଟର ପରିଧି ଭିତର ସ୍ଥାନ ଗୁଡିକରେ…

କେନ୍ୟୁଜ୍(ବ୍ୟୁରୋ): ଆଜି ବି ଜାରି ରହିବ କୁକୁଡା ମରା ଅଭିଯାନ। ଓୟୁଏଟି କୁକୁଡା ଫାର୍ମ ଓ ଏହାର ୧କିଲୋମିଟର ପରିଧି ଭିତରେ ଆସୁଥିବା ଅ଼ଞ୍ଚଳ ଗୁଡିକରେ ଚାଲୁ ରହିବ କଲିଂ। କଲିଂରେ ନିୟୋଜିତ ଅଛନ୍ତି ୧୩ଟି ଟିମ୍‌ । ଓୟୁଏଟିରୁ ୧୦କିଲୋମିଟର ଅଞ୍ଚଳକୁ ନିରୀକ୍ଷଣରେ ରଖାଯାଇଛି । ସେସବୁ…

ଓୟୁଏଟିରେ ବାର୍ଡ ଫ୍ଲୁ ଚିହ୍ନଟ, ରାଜ୍ୟବାସୀଙ୍କୁ ସତର୍କ ରହିବାକୁ ଦିଆଗଲା ସୂଚନା

କେନ୍ୟୁଜ୍(ବ୍ୟୁରୋ): ଓୟୁଏଟିରେ ବାର୍ଡ ଫ୍ଲୁ ଚିହ୍ନଟ । ଆଜି ୫ ହଜାର କୁକୁଡ଼ା ମରିଥିଲେ । ଏହାପରେ କୁକୁଡ଼ାଙ୍କ ନମୁନା ଯାଞ୍ଚ ପରେ ସେମାନଙ୍କଠାରେ ବାର୍ଡ ଫ୍ଲୁ ଭୂତାଣୁ ଥିବା ଜଣା ପଡ଼ିଥିଲା । ଏହାପରେ ସତର୍କତାମୂଳକ ପଦକ୍ଷେପ ଭାବରେ ଆସନ୍ତାକାଲିଠୁ ଆରମ୍ଭ ହେବ କୁକୁଡା ମରା ଅଭିଯାନ ।…