Below header

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀ ବିନା ପରୀକ୍ଷାରେ କରିବେ ପାସ୍‌ , ପ୍ରଚଣ୍ଡ ଖରା ଓ କରୋନା ଯୋଗୁ ଘୁଞ୍ଚିବ ଶିକ୍ଷାବର୍ଷ

ଭୁବନେଶ୍ବର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀ ପାସ୍‌ । ସବୁ ଛାତ୍ରଛାତ୍ରୀ ବିନା ପରୀକ୍ଷାରେ ପାସ୍‌ କରିବେ । ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି । କରୋନା ମହାମାରୀ ପାଇଁ କୌଣସି କ୍ଲାସ ହୋଇନଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ।

ଏପ୍ରିଲରୁ ନୂଆଶିକ୍ଷା ବର୍ଷ ଆରମ୍ଭ ହେବନି । ପ୍ରଚଣ୍ଡ ଖରା ଓ କରୋନା ଯୋଗୁ ଘୁଞ୍ଚିବ ଶିକ୍ଷାବର୍ଷ । ଜୁନ୍‌ରୁ ନୂତନ ଶିକ୍ଷାବର୍ଷ ଆରମ୍ଭ ହୋଇପାରେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.