Below header

ଲକଡାଉନରେ ବି ଚାଲୁଥିଲା ରାସ୍ତା ଖୋଳା କାମ, ଅଧଘଣ୍ଟା ଧରି ଅଟକି ଗଲା ଆମ୍ବୁଲାନ୍ସ

କେନ୍ଦୁଝର(କେନ୍ୟୁଜ): କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟର ବଜାର ଉପରେ ରାସ୍ତା ଖୋଳି ପାଇପ କାମ ଚାଲିଥିବା ଫଳରେ ୨ଟି ଆମ୍ବୁଲାନ୍ସ ଅଧଘଣ୍ଟା ସମୟ ଅଟକି ରହିଥିଲା। କରୋନା ପାଇଁ ଲକଡାଉନ ଥିବାବେଳେ ମୁଖ୍ୟ ରାସ୍ତା ଉପରେ ଏଭଳି ଦାୟିତ୍ୱହୀନ କାମ ପାଇଁ ଜରୁରୀ ସେବା ଯୋଗାଉଥିବା ଆମ୍ବୁଲାନ୍ସ ଅଟିକିବା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ଦୃଷ୍ଟି ଦେବାକୁ ଦାବିହୋଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.