ଓଡିଶା ପାଇଁ ଖୁସି ଖବର, ଏକାସାଙ୍ଗରେ ସୁସ୍ଥହେଲେ ୧୦ କରୋନା ଆକ୍ରାନ୍ତ

କେନ୍ୟୁଜ(ବ୍ୟୁରୋ):ଓଡିଶା ପାଇଁ ଖୁସି ଖବର। ଏକ ବେଳେ ସୁସ୍ଥହେଲେ ୧୦ କରୋନା ଆକ୍ରାନ୍ତ। ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ, ଟ୍ୱିଟ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ।  ଏମାନଙ୍କ ମଧ୍ୟରୁ ୫ ଜଣ ଭୁବନେଶ୍ୱରର, ଦୁଇଜଣ ଭଦ୍ରକର, ଜଣେ କଟକର, ଜଣେ ପୁରୀର , ଜଣେ ଯାଜପୁରର ବୋଲି ସୂଚନା ମିଳିଛି।ଏହି ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି ବୋଲି ସ୍ୱାସ୍ଥ୍ୟ ବିଭାଗ ଜଣାଇଛି। ଏମାନଙ୍କ ସୁସ୍ଥତା ପଛରେ ଅହରହ ପରିଶ୍ରମ କରୁଥିବା ଡାକ୍ତରୀ ଟିମ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଅଭିନନ୍ଦନ ଜଣାଇଛି ସ୍ୱାସ୍ଥ୍ୟ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.