Browsing Tag

corona affected

ଅକ୍ସିଜେନ ଓ ଇମ୍ୟୁନିଟି ସିଷ୍ଟମକୁ ଠିକ ରଖିବା ପାଇଁ ଭାଇରାଲ ହେଉଥିବା ମେଡିିସିନକୁ ଖାଆନ୍ତୁ ନାହିଁ : ଆଇଆଇଟି

କରୋନା ସଂକ୍ରମଣରେ ସୋସିଆଲ ମିଡିଆରେ ହୋମିଓପାଥିକୁ ନେଇ ଅନେକ ଏବେ ଏକ ପୋଷ୍ଟ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବିଭିନ୍ନ ମାଧ୍ୟମରେ ଶରୀରରେ ଇମ୍ୟୁନିଟି ଓ ଅକ୍ସିଜେନ ସ୍ତରକୁ ବୃଦ୍ଧି କରିବା ପାଇଁ କୁହାଯାଉଛି । ସାଧାରଣତଃ ଏହି ଔଷଧରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ଦେଖାଯାଏ ନାହିଁ ।…

ଏନଡିଆରଏଫ କ୍ୟାମ୍ପର ୫୦ ଯବାନଙ୍କୁ କରୋନା, କଟକ ମୁଣ୍ଡଳୀ ଏନଡିଆରଏଫ ପକ୍ଷରୁ ସୂଚନା

କେନ୍ୟୁଜ୍ (ବ୍ୟୁରୋ): କଟକ ମୁଣ୍ଡଳୀଠାରେ ଥିବା ଏନଡିଆରଏଫ କ୍ୟାମ୍ପର ୪୯ ଏନଡିଆରଏଫ ଯବାନ କରୋନାରେ ଆକ୍ରାନ୍ତ। ନିକଟରେ କଲିକତାରେ ବାତ୍ୟା ଅମ୍ଫାନ ପୂନଋଦ୍ଧାର କାର୍ଯ୍ୟରେ ନିଯୋଜିତ ହେବା ପାଇଁ ୧୬୭ ଯବାନ ସେଠାକୁ ଯାଇଥିଲେ । ସେଠାରୁ  ଫେରିବା  ପରେ ସମସ୍ତେ କ୍ବାରେଣ୍ଟାଇନ ସେଣ୍ଟରରେ…

ଏଟିଏମ୍‍ରୁ ମଧ୍ୟ ବ୍ୟାପୁଛି ସଂକ୍ରମଣ ! ତିନି ଯବାନ ଏଟିଏମରୁ ସଂକ୍ରମିତ ହେବାରୁ କ୍ୱାରେଣ୍ଟାଇନରେ ଗଲେ ୨୮ ଲୋକ

କରୋନା ଦିନକୁ ଦିନ ବ୍ୟାପିବାରରେ ଲାଗିଛି । ଏଥିପାଇଁ ଭାରତରେ ଲକଡାଉନ ଚାଲିଥିବା ବେଳେ କିଛି ଜରୁରୀକାଳିନୀ ସେବା ଖୋଲା ରହିଛି । କିନ୍ତୁ ବ୍ୟାଙ୍କ ଏଟିଏମରୁ ମଧ୍ୟ କରୋନା ବ୍ୟାପିବାର ଆଶଙ୍କା ଦେଖାଦେଇଛି । ଗୁଜୁରାଟର ବରଦୋରାଠାରେ ତିନି ଯବାନ କରୋନରେ ସଂକ୍ରମିତ ହୋଇଛନ୍ତି । ପ୍ରାଥମିକ…

ଦୁଃଖରେ ଦିନ କାଟୁଛନ୍ତି ଗୁଆ କଟାଳି, ପରିବାର ପ୍ରତିପୋଷଣ କରିବା ହୋଇପଡିଛି କଷ୍ଟ

ନିଆଳି: ଦୁଃଖରେ ଦିନ କାଟୁଛନ୍ତି ଗୁଆ କଟାଳି। ପ୍ରତ୍ୟେକ ଦିନ ୧୦ରୁ ୧୫ କେଜିର ଗୁଆ କାଟି ପରିବାର ପ୍ରତିପୋଷଣ କରୁଥିବା ପରିବାରକୁ ମାଡ ମାରିଛି କରୋନା। ରାଜ୍ୟ ବାହାରର ଗୋଟା ଗୁଆ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକର ବନମାଳିପୁର ଅଞ୍ଚଳକୁ ଆସିଥାଏ। ମୁଣ୍ଡହଣା ପାଟଣା ଓ ନୂଆ ପାଟଣା ଏମିତି…

ଓଡିଶା ପାଇଁ ଖୁସି ଖବର, ଏକାସାଙ୍ଗରେ ସୁସ୍ଥହେଲେ ୧୦ କରୋନା ଆକ୍ରାନ୍ତ

କେନ୍ୟୁଜ(ବ୍ୟୁରୋ):ଓଡିଶା ପାଇଁ ଖୁସି ଖବର। ଏକ ବେଳେ ସୁସ୍ଥହେଲେ ୧୦ କରୋନା ଆକ୍ରାନ୍ତ। ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ, ଟ୍ୱିଟ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ।  ଏମାନଙ୍କ ମଧ୍ୟରୁ ୫ ଜଣ ଭୁବନେଶ୍ୱରର, ଦୁଇଜଣ ଭଦ୍ରକର, ଜଣେ କଟକର, ଜଣେ ପୁରୀର , ଜଣେ ଯାଜପୁରର ବୋଲି ସୂଚନା…