ଦୁଃଖରେ ଦିନ କାଟୁଛନ୍ତି ଗୁଆ କଟାଳି, ପରିବାର ପ୍ରତିପୋଷଣ କରିବା ହୋଇପଡିଛି କଷ୍ଟ

ନିଆଳି: ଦୁଃଖରେ ଦିନ କାଟୁଛନ୍ତି ଗୁଆ କଟାଳି। ପ୍ରତ୍ୟେକ ଦିନ ୧୦ରୁ ୧୫ କେଜିର ଗୁଆ କାଟି ପରିବାର ପ୍ରତିପୋଷଣ କରୁଥିବା ପରିବାରକୁ ମାଡ ମାରିଛି କରୋନା। ରାଜ୍ୟ ବାହାରର ଗୋଟା ଗୁଆ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକର ବନମାଳିପୁର ଅଞ୍ଚଳକୁ ଆସିଥାଏ। ମୁଣ୍ଡହଣା ପାଟଣା ଓ ନୂଆ ପାଟଣା ଏମିତି ଅନେକ ଗାଁର ପୁରୁଷ ଓ ମହିଳା ଗୁଆ କାଟି ପରିବାର ପ୍ରତିପୋଷଣ କରିଥାନ୍ତି। ଏହି ଲକଡାଉନ୍‌ ସମୟରେ ଗୁଆ ଆଉ ଆଗ ଭଳି ଗୁଆ କଟାଳିଙ୍କ ନିକଟରେ ପହଁଞ୍ଚିପାରୁନାହିଁ। ଫଳରେ ଦି ପଇସା ପାଇବାରୁ ବଞ୍ଚିତ ହେଉଛନ୍ତି ଏମାନେ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.