Browsing Tag

corona in odisha

ଓଡ଼ିଶାରେ ଆଲର୍ଟ : ଖୋର୍ଦ୍ଧା ଜିଲ୍ଲାରୁ ଚୀନ୍‌ ଭାରିଆଣ୍ଟ ଚିହ୍ନଟ ପରେ ସବୁ ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ସ୍ୱାସ୍ଥ୍ୟ…

ଭୁବନେଶ୍ୱର (କେନ୍ୟୁଜ): ଓଡ଼ିଶାରେ କରୋନାର ଚୀନ୍‌ ଭାରିଆଣ୍ଟ । ଚୀନ୍‌ରେ କରୋନାର ସୁନାମୀ ଆଣିଥିବା ଓମିକ୍ରନ୍‌ BF.7 ପ୍ରଜାତି ଓଡ଼ିଶାରେ ଚିହ୍ନଟ ପରେ ଛନକା ପଶିଛି । ଖୋର୍ଦ୍ଧା ଜିଲ୍ଲାରୁ ଚୀନ୍‌ ଭାରିଆଣ୍ଟ ଚିହ୍ନଟ ହୋଇଛି । ଜିନମ ସିକ୍ୱେନ୍ସିଂ ପରେ ଜଣେ ମହିଳାଙ୍କଠାରେ ଚୀନ୍‌ ଭାରିଆଣ୍ଟ…

ଇସ୍ପାତ ଓ ଖଣି ବିଭାଗର ପଶିଲା କରୋନା, ଏକକାଳୀନ ୧୫ କର୍ମଚାରୀ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର (କେନ୍ୟୁଜ) : ଇସ୍ପାତ ଓ ଖଣି ବିଭାଗର ୧୫ ଜଣ କର୍ମଚାରୀ କୋଭିଡ୍ ପଜିଟିଭ୍ ଚିହ୍ନଟ । ଏକକାଳୀନ ଗୋଟିଏ ବିଭାଗର ୧୫ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ କର୍ମଚାରୀମାନେ ଭୟଭୀତ ହୋଇଯାଇଛନ୍ତି। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ୪୮ ଘଣ୍ଟା ପାଇଁ ବନ୍ଦ ରହିବ ରାଜ୍ୟ…

ଓଡିଶାକୁ ଡରାଉଛି କରୋନା, ଆଜି ଗୋଟିଏ ଦିନରେ ୧୩୬୯ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ବର (କେନ୍ୟୁଜ) : ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ଆଜି ରାଜ୍ୟରୁ ୧୩୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ…

ଓଡ଼ିଶାରେ ନାହିଁ ବ୍ରିଟେନ୍‌ର ନୂଆ ଭୂତାଣୁ, ସୂଚନା ଦେଲେ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍‌ ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ବର: ଓଡ଼ିଶାରେ ନାହିଁ ବ୍ରିଟେନ୍‌ର ନୂଆ ଭୂତାଣୁ। ସ୍ୱାସ୍ଥ୍ୟ ବିଭାଗ ଏସିଏସ୍‌ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା । ବ୍ରିଟେନ୍‌ ଫେରନ୍ତାଙ୍କ ମଧ୍ୟରୁ ପଜିଟିଭ୍‌ ଚିହ୍ନଟ ବ୍ୟକ୍ତିଙ୍କ ଜିନମ୍‌ ସିକ୍ୱେଏନସିଂ କରାଯାଇଥିଲା । ହେଲେ ଏପର୍ଯ୍ୟନ୍ତ ଯେତିକି ଜିନମ୍‌ ସିକ୍ୱେଏନ୍‌ସିଂ ଟେଷ୍ଟ…

ଆଜି ରାଜ୍ଯରେ ୪୧୮ କରୋନା ପଜିଟିଭ୍ ଚିହ୍ନଟ, ଗଲା ୫ଜଣଙ୍କ ଜୀବନ

ଭୁବନେଶ୍ବର: ଆଜି ରାଜ୍ଯରେ ୪୧୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନ୍ ସେଣ୍ଟରରୁ ୨୪୧, ଏବଂ ଲୋକାଲ୍ କେସରୁ ୧୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୧୮ ହଜାର ୭୨୫କୁ ବୃଦ୍ଧି ପାଇଛି। ସେହିପରି…

ଧୀରେ ଧୀରେ ହ୍ରାସ ପାଉଛି ସଂକ୍ରମଣ: ରାଜ୍ୟରେ ୧୦ ହଜାର ତଳକୁ ଖସିଲା କରୋନା ସକ୍ରିୟ ମାମଲା

ଭୁବନେଶ୍ବର: କରୋନା ଲଢ଼େଇ ଭିତରେ ରାଜ୍ୟ ଦେଇଛି ଭଲ ଖବର । ଧୀରେ ଧୀରେ ସଂକ୍ରମଣ ହ୍ରାସ ପାଉଥିବା ବେଳେ କମୁଛି ଆକ୍ଟିଭ୍‌ କେସ । ରାଜ୍ୟରେ ୧୦ ହଜାର ତଳକୁ ଖସିଛି କରୋନା ସକ୍ରିୟ ମାମଲା । ଗତକାଲି ୧୩ ଶହ ୪୬ ସଂକ୍ରମିତ ଆରୋଗ୍ୟ ଲାଭ କରିଥିଲେ । ଏହାପରେ ଆକ୍ଟିଭ୍‌ କେସ୍‌ ୯ ହଜାର ୨୧୭କୁ…

ଗାଁ ଗାଁ ବୁଲି ଗୀତ ଗାଇ କରୋନା ସଚେତନତା କରୁଛନ୍ତି ଏହି କୁନି କଳାକାର, ଭୂତାଣୁ ଠାରୁ ଦୂରେଇ ରହିବା ପାଇଁ କରୁଛନ୍ତି…

ନିମାପଡା: ମହାମାରୀ କରୋନା ଏବେ ସାରା ବିଶ୍ବ ତଥା ଦେଶରେ ଚହଳ ପକାଇଛି । ଏଥିରୁ ବାଦ୍ ପଡିନି ଆମ ରାଜ୍ଯ ଓଡିଶା । ସରକାର କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ଯକ୍ରମ କରୁଛନ୍ତି । ବାରମ୍ବାର ହାତ ଧୋଇବା ସହିତ ଘର ଦ୍ବାର ସଫା ରଖିବା, ସାନିଟାଇଜର ବ୍ଯବହାର କରିବା…

ରାଜ୍ୟରେ ପୁଣି ୧୪ଜଣ କରୋନା ପଜିଟିଭ୍ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୪କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ପୁଣି ୧୪ଜଣ କରୋନା ପଜିଟିଭ୍ ଚିହ୍ନଟ । ଯାହା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ୧୨, ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାରୁ…

ରାଜ୍ୟବାସୀଙ୍କୁ ଏବେ ଅଧିକ ଡରାଇଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଭଦ୍ରକରୁ ପୁଣି ଜଣେ ପଜେଟିଭ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟବାସୀଙ୍କୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଅଧିକ ଡରାଇବା ଆରମ୍ଭ କଲାଣି । ଗତକାଲି ଗୋଟିଏ ଦିନରେ ୩୪ ଜଣ ପଜେଟିଭ୍ ବାହାରିବା ପରେ ଆଜି ସକାଳୁ ସକାଳୁ ୨୬ ଜଣ ଚିହ୍ନଟ ହୋଇ ହୋଇସାରିଥିଲେ। ଏବେ ଆଉ ଜଣେ ପଜେଟିଭ କେସ୍‌ ସାମ୍ନାକୁ ଆସିଛି। ଏହି ୩୩ ବର୍ଷୀୟ…

ଯାଜପୁର ଜିଲ୍ଲାର ନୂଆ ୩ କରୋନା ସଂକ୍ରମିତଙ୍କର ରହିଛି କୋଲକାତା ଲିଙ୍କ୍, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ଯାଜପୁର: ରାଜ୍ୟରେ ବଢିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଉ ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସମସ୍ତ ସଂକ୍ରମିତ ଯାଜପୁର ଜିଲ୍ଲାର ବୋଲି ଜଣାପଡିଛି। ସମସ୍ତ ୩ ସଂକ୍ରମିତଙ୍କର ରହିଛି କୋଲକାତା ଲିଙ୍କ୍‌। ୩ ସଂକ୍ରମିତଙ୍କ ମଧ୍ୟରେ ଜଣେ ଯୁବତୀ ଓ ୨ଜଣ ପୁରୁଷ। ଯୁବତୀଙ୍କ ବୟସ ୧୮ ଓ…

ଆସିଲା ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ଆଉ ୫ କରୋନା ସଂକ୍ରମିତଙ୍କ ତଥ୍ୟ, ସମସ୍ତେ ପୂର୍ବ ଆକ୍ରାନ୍ତଙ୍କ ସଂପର୍କୀୟ

ବାଲେଶ୍ୱର: ବାଲେଶ୍ୱରରୁ ଚିହ୍ନଟ ହୋଇଥିବା ଆଉ ୫ କରୋନା ଆକ୍ରାନ୍ତଙ୍କ ତଥ୍ୟ ଆସିଛି । ଏହି ୫ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ମହିଳା, ଦୁଇ ଜଣ ପୁରୁଷ ଓ ଅନ୍ୟ ଜଣେ ୧୨ ବର୍ଷର ନାବାଳକ । ସମସ୍ତ ଆକ୍ରାନ୍ତଙ୍କ ବୟସ ୧୨ରୁ ୩୮ ବର୍ଷ । ଦୁଇ ମହିଳାଙ୍କ ବୟସ ୩୪ ବର୍ଷ । ସେହିପରି ଦୁଇ ପୁରୁଷଙ୍କ…

ଦୁଃଖରେ ଦିନ କାଟୁଛନ୍ତି ଗୁଆ କଟାଳି, ପରିବାର ପ୍ରତିପୋଷଣ କରିବା ହୋଇପଡିଛି କଷ୍ଟ

ନିଆଳି: ଦୁଃଖରେ ଦିନ କାଟୁଛନ୍ତି ଗୁଆ କଟାଳି। ପ୍ରତ୍ୟେକ ଦିନ ୧୦ରୁ ୧୫ କେଜିର ଗୁଆ କାଟି ପରିବାର ପ୍ରତିପୋଷଣ କରୁଥିବା ପରିବାରକୁ ମାଡ ମାରିଛି କରୋନା। ରାଜ୍ୟ ବାହାରର ଗୋଟା ଗୁଆ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକର ବନମାଳିପୁର ଅଞ୍ଚଳକୁ ଆସିଥାଏ। ମୁଣ୍ଡହଣା ପାଟଣା ଓ ନୂଆ ପାଟଣା ଏମିତି…