Below header
Browsing Tag

corona negative

କରୋନାରୁ ସୁସ୍ଥ ହେଲେ କ୍ୟାଟ୍ରିନା କୈଫ୍‌, ସୋସିଆଲ ମିଡିଆରେ ସେୟାର କଲେ ଖୁସି ଖବର

କରୋନା କବ୍ଜାକୁ ସାଧାରଣ ଲୋକଙ୍କ ସମେତ ଅନେକ ବଡ଼ ବଡ଼ ସେଲିବ୍ରିଟି ମଧ୍ୟ ଆସିଛନ୍ତି। ଏହି ତାଲିକାରେ କ୍ୟାଟ୍ରିନା କୈଫ୍‌ ବି ସାମିଲ ହୋଇଥିଲେ। କିନ୍ତୁ ଏବେ କ୍ୟାଟ୍‌ ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛନ୍ତି। କ୍ୟାଟ୍ରିନାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍‌ ଆସିଛି। ଏ ନେଇ…

କରୋନାରୁ ସୁସ୍ଥ ହେଲେ ଅର୍ଜୁନ କପୁର, ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ଦେଲେ ସୂଚନା

କରୋନାକୁ ମାତ୍‌ ଦେଲେ ଅର୍ଜୁନ କପୁର। କୋଭିଡ୍‌ ଟେଷ୍ଟରେ ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ସୁସ୍ଥ ହେବା ପରେ ଅର୍ଜୁନ କହିଛନ୍ତି ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି ଓ କାମକୁ ଫେରିବାକୁ ଏକ୍ସାଇଟେଡ୍‌ ଅଛି। ବୁଧବାର ଦିନ ଅର୍ଜୁନ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ନୋଟ୍‌ ସେୟାର କରି ନିଜ…

କରୋନାରୁ ସୁସ୍ଥ ହେଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କରୋନା ରିପୋର୍ଟ ଆଜି ନେଗେଟିଭ ଆସିଥିବା ଜଣାଯାଇଛି । ଏନେଇ ସୂଚନା ଶ୍ରୀଯୁକ୍ତ ଶାହ ନିଜେ ହିଁ ନିଜ ଟ୍ୱିଟର ଆକାଉଣ୍ଟରେ ଦେଇଛନ୍ତି । ନିଜ ଟ୍ୱିଟର ଆକାଉଣ୍ଟରେ ସେ କହିଛନ୍ତିକି, "ଆଜି ମୋର କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ଏଥିପାଇଁ ମୁଁ…

ସୁସ୍ଥ ହୋଇ ଘରକୁ ଫେରିଲେ ବରଗଡ ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ

ଭୁବନେଶ୍ବର: ସୁସ୍ଥ ହୋଇ ଘରକୁ ଫେରିଲେ ବରଗଡ ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ । ବରଗଡ ପୌର ପରିଷଦ ଅଧିନ ମାଷ୍ଟର ଟିକ୍ରା ବାସିନ୍ଦା ତଥା ମୁମ୍ବାଇ ଫେରନ୍ତା ଜଣେ ମହିଳା ଜିଲ୍ଲାର ପ୍ରଥମ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲେ । ତେବେ ସେ ସୁସ୍ଥ ହୋଇ ଘରକୁ ଫେରିବା ବେଳେ ଘର…

ରାଜ୍ଯରେ ସୁସ୍ଥ ହେଲେ ଆଉ ୭୫ କରୋନା ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ଯରେ ଆଉ ୭୫ କରୋନା ଆକ୍ରାନ୍ତ ସୁସ୍ଥ । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ଭିତରେ ଯାଜପୁରରୁ ୨୫ଜଣ,ଗଞ୍ଜାମରୁ ୧୯ଜଣ, କଟକରୁ ୯ଜଣ, ପୁରୀରୁ ୮ଜଣ, ନୟାଗଡରୁ ୩ଜଣ, କେନ୍ଦ୍ରାପଡାରୁ ୩ଜଣ, କନ୍ଧମାଳ ଓ ବଲାଙ୍ଗୀରରୁ ୨ଜଣ ଲେଖାଏଁ ଏବଂ କେନ୍ଦୁଝର, ବୌଦ୍ଧ,ସମ୍ବଲପୁର ଏବଂ…

ରାଜ୍ୟରେ କରୋନା ସୁସ୍ଥ ବୋର୍ଡରେ ଯୋଡି ହେଲେ ୫୩ ଜଣ, ୫୫୦ ଛୁଇଁଲା ଆରୋଗ୍ୟଙ୍କ ସଂଖ୍ୟା

 ଭୁବନେଶ୍ୱର: ରାଜ୍ୟରେ ଆଜି ଆଉ ୫୩ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୫୫୦ ରେ ପହଂଚିଛି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସେମାନେ କରୋନା ମୁକ୍ତ ଜଣା ପଡିବା ପରେ ସେମାନଙ୍କୁ ଖୁବ…

ରାଜ୍ୟରେ ପୁଣି ଏକାଥରକେ ସୁସ୍ଥ ହେଲେ ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ବର: ପୁଣି ଖୁସି ଖବର ଦେଲା ସ୍ବାସ୍ଥ୍ୟ ବିଭାଗ। ଏକାଥରକେ ରାଜ୍ୟର ୧୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ଆକ୍ରାନ୍ତ ସବୁ ଯାଜପୁର ଜିଲ୍ଲାର l ତେବେ ଏହାକୁ ମିଶାଇ ଯାଜପୁରରେ ସମୁଦାୟ ୪୮ଜଣ ଆକ୍ରାନ୍ତ ସୁସ୍ଥ ହେଲେ । ଏଥି ସହ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ…

ଖୁସି ଖବର ଦେଲା ସ୍ୱାସ୍ଥ୍ୟ ବିଭାଗ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କେନ୍ୟୁଜ(ବ୍ୟୁରୋ): ଖୁସି ଖବର ଦେଲା ସ୍ୱାସ୍ଥ୍ୟ ବିଭାଗ। ରାଜ୍ୟରେ ଆଉ୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ। ଭଦ୍ରକ ଜିଲ୍ଲାର ୩ ଜଣ ଓ ବାଲେଶ୍ୱର ଜିଲ୍ଲାର ଜଣେ ସୁସ୍ଥ ହୋଇଛନ୍ତି । ଏହା ସହ ରାଜ୍ୟରେ ସୁସ୍ଥ ସଂଖ୍ୟା ୬୦ରେ ପହଞ୍ଚିଛି ବୋଲି ଟ୍ୱିଟ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ । ଏହି ଚାରି…

ଓଡିଶା ପାଇଁ ଖୁସି ଖବର, ଏକାସାଙ୍ଗରେ ସୁସ୍ଥହେଲେ ୧୦ କରୋନା ଆକ୍ରାନ୍ତ

କେନ୍ୟୁଜ(ବ୍ୟୁରୋ):ଓଡିଶା ପାଇଁ ଖୁସି ଖବର। ଏକ ବେଳେ ସୁସ୍ଥହେଲେ ୧୦ କରୋନା ଆକ୍ରାନ୍ତ। ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ, ଟ୍ୱିଟ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ।  ଏମାନଙ୍କ ମଧ୍ୟରୁ ୫ ଜଣ ଭୁବନେଶ୍ୱରର, ଦୁଇଜଣ ଭଦ୍ରକର, ଜଣେ କଟକର, ଜଣେ ପୁରୀର , ଜଣେ ଯାଜପୁରର ବୋଲି ସୂଚନା…

ସୁସ୍ଥ ହୋଇ ଫେରିଲେ ରାଜ୍ୟର ପ୍ରଥମ କରୋନା ପଜେଟିଭ୍‌, କ୍ୟାପିଟାଲ ହସପିଟାଲରୁ କରାଗଲା ଡିସଚାର୍ଜ

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ପ୍ରଥମ ଆକ୍ରାନ୍ତ ଭାବେ ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଏହି ୩୨ ବର୍ଷର ଯୁବକ ଜଣକର ନମୂନା ନେଗେଟିଭ୍‌ ଆସିବା ପରେ ତାଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ଇଟାଲୀ…