Below header

ଖୁସି ଖବର ଦେଲା ସ୍ୱାସ୍ଥ୍ୟ ବିଭାଗ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

କେନ୍ୟୁଜ(ବ୍ୟୁରୋ): ଖୁସି ଖବର ଦେଲା ସ୍ୱାସ୍ଥ୍ୟ ବିଭାଗ। ରାଜ୍ୟରେ ଆଉ୪ କରୋନା ଆକ୍ରାନ୍ତ ହେଲେ ସୁସ୍ଥ। ଭଦ୍ରକ ଜିଲ୍ଲାର ୩ ଜଣ ଓ ବାଲେଶ୍ୱର ଜିଲ୍ଲାର ଜଣେ ସୁସ୍ଥ ହୋଇଛନ୍ତି । ଏହା ସହ ରାଜ୍ୟରେ ସୁସ୍ଥ ସଂଖ୍ୟା ୬୦ରେ ପହଞ୍ଚିଛି ବୋଲି ଟ୍ୱିଟ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ । ଏହି ଚାରି ଜଣଙ୍କ ନମୁନା ଆଜି ପରୀକ୍ଷା କରାଯାଇଥିଲା ଆଉ ସେସବୁ ନେଗେଟିଭ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.