ସୁସ୍ଥ ହୋଇ ଘରକୁ ଫେରିଲେ ବରଗଡ ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ

ଭୁବନେଶ୍ବର: ସୁସ୍ଥ ହୋଇ ଘରକୁ ଫେରିଲେ ବରଗଡ ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ । ବରଗଡ ପୌର ପରିଷଦ ଅଧିନ ମାଷ୍ଟର ଟିକ୍ରା ବାସିନ୍ଦା ତଥା ମୁମ୍ବାଇ ଫେରନ୍ତା ଜଣେ ମହିଳା ଜିଲ୍ଲାର ପ୍ରଥମ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲେ ।

bargarhତେବେ ସେ ସୁସ୍ଥ ହୋଇ ଘରକୁ ଫେରିବା ବେଳେ ଘର ସମ୍ମୁଖରେ ପଶ୍ଚିମ ଓଡିଶା ଯୁବା ମଞ୍ଚର କର୍ମକର୍ତ୍ତା କର ତାଳି  ଦେଇ ତାଙ୍କୁ ସ୍ବାଗତ କରିଥିଲେ । ତେବେ ଜିଲ୍ଲା ବର୍ତ୍ତମାନ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିସାରିଲେଣି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.