Below header
Browsing Tag

corona positive recovered

ସୁସ୍ଥ ତାଲିକାରେ ଯୋଡି ହେଲେ ଆଜିର ଆଉ ୨୯୦ ଜଣ କରୋନା ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ସୁସ୍ଥ ତାଲିକାରେ ଯୋଡି ହେଲେ ଆଜିର ଆଉ ୨୯୦ ଜଣ। ଆଜି ଆଉ ୨୯୦ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ। ଏହି ସୁସ୍ଥଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୯୯ ଜଣ,ଗଜପତିର ୫୬ ଜଣ, ଝାରସୁଗୁଡାର ୩୩ ଜଣ, କଟକର ୧୬ ଜଣ,ନବରଙ୍ଗପୁରର ୧୬ ଜଣ, ବାଲେଶ୍ବରର ୧୫ ଜଣ,…

ସୁସ୍ଥ ହୋଇ ଘରକୁ ଫେରିଲେ ବରଗଡ ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ

ଭୁବନେଶ୍ବର: ସୁସ୍ଥ ହୋଇ ଘରକୁ ଫେରିଲେ ବରଗଡ ଜିଲ୍ଲାର ପ୍ରଥମ କରୋନା ଆକ୍ରାନ୍ତ । ବରଗଡ ପୌର ପରିଷଦ ଅଧିନ ମାଷ୍ଟର ଟିକ୍ରା ବାସିନ୍ଦା ତଥା ମୁମ୍ବାଇ ଫେରନ୍ତା ଜଣେ ମହିଳା ଜିଲ୍ଲାର ପ୍ରଥମ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲେ । ତେବେ ସେ ସୁସ୍ଥ ହୋଇ ଘରକୁ ଫେରିବା ବେଳେ ଘର…