Below header

ଘରର ଚାରିକାନ୍ଥ ନୁହେଁ ଏବେ ସୀମା ସୁରକ୍ଷାରେ ନିୟୋଜିତ ହେବେ ବରଗଡ଼ ଅତାବିରା ବ୍ଲକ ଗମ୍ଭାରୀପାଲିର ବୋହୂ ମାଧବୀ ମହାକୁଡ

କେନ୍ୟୁଜ୍(ବ୍ୟୁରୋ):  ଜୀବନରେ କିଛି କରି ଦେଖାଇବାର ଝୁଙ୍କ ହିଁ ମଣିଷକୁ ଆଗକୁ ବଢ଼ିବାରେ ସହଯୋଗ କରିଥାଏ । ସେହିପରି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ବରଗଡ ଜିଲ୍ଲା ଅତାବିରା ବ୍ଲକ ଗମ୍ଭାରୀପାଲିର ବୋହୂ ମାଧବୀ ମହାକୁଡ । ବିବାହ ପରେ ଚାରିକାନ୍ଥ ଭିତରେ ସୀମିତ ନରହି ମାର୍ଚ୍ଚ ମାସରୁ ସୀମା ସୁରକ୍ଷା ବଳରେ ଯୋଗ ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି ।

ମାର୍ଚ୍ଚ ମାସରେ ଯୋଗ ଦେବେ ମାଧବୀ । ଦେଶ ସେବା କରିବା ପାଇଁ ତାଙ୍କର ଇଛା ଏବଂ ବିଶ୍ୱାସ ଆଜି ତାଙ୍କୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇଛି । ତାଙ୍କର ଦେଶ ପ୍ରତି ସମ୍ମାନକୁ ସମସ୍ତେ ପ୍ରଶଂସା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.