Below header

ଓଡ଼ିଶାରେ ବଲିଉଡ ନିର୍ଦ୍ଦେଶକ ଡ. ଇକ୍‌ବାଲ ଦୁର୍‌ରାନୀ, ଆଦିବାସୀ କଳାକାରଙ୍କୁ ନେଇ କରୁଛନ୍ତି ଏହି ଫିଲ୍ମ

ରାଇରଙ୍ଗପୁର(କେନ୍ଯୁଜ୍): ରାଇରଙ୍ଗପୁରରେ ବଲିଉଡ ଫିଲ୍ମ ନିର୍ଦ୍ଦେଶକ ଡ. ଇକ୍‌ବାଲ ଦୁର୍‌ରାନୀ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଝରାଡ଼ିହି ଗସ୍ତରେ ଆସିଥିଲେ ଇକବାଲ । ଘାଟସିଲା ଓ ଗାନ୍ଧୀ ସେ ପେହେଲେ ଗାନ୍ଧୀ ନାମକ ଫିଲ୍ମ ପାଇଁ ସେ ମୁମ୍ବାଇ କଳାକାର ସହ ଝାଡଖଣ୍ଡ ଏବଂ ଓଡ଼ିଶାର ଆଦିବାସୀ କଳାକାରଙ୍କୁ ନେଇ ୨୦୨୨ରେ ଏହି ଦୁଇ ଫିଲ୍ମ ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

ଝରାଡ଼ିହି ଅଲ ଇଣ୍ଡିଆ ସାରନା ଧର୍ମ ଚେମେଦ ଆଶଳାରେ ଅନୁଷ୍ଠିତ ସେମିନାରରେ ଅତିଥି ଭାବେ ଯୋଗ ଦେଇଥିଲେ । ଆଦିବାସୀ ପାରମ୍ପରିକ ନୃତ୍ୟ ଗୀତର ତାଳେ ତାଳେ ଇକ୍‌ବାଲଙ୍କୁ ସ୍ୱାଗତ ଜଣାଇଥିଲେ ସ୍ଥାନୀୟ ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.