Below header

ସରିଲା ନିର୍ବନ୍ଧ, ବିବାହ ବନ୍ଧନରେ ବାନ୍ଧିହେଲେ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର : ଯେଉଁମାନଙ୍କ ନିକଟରେ ପାସ ଅଛି ସେମାନଙ୍କୁ ଯିବାକୁ ଅନୁମତି

ପିପିଲି ସିଉଳା ଗୁଡ଼ିଆ ପୋଖରୀ ନିକଟ ଆଡ଼ଭେଞ୍ଜର କଲ୍ୟାଣ ମଣ୍ଡପରେ ଦିବ୍ୟଶଙ୍କର ମିଶ୍ରଙ୍କର ଗୁପ୍ତ ଭାବରେ ବିବାହ କରିଛନ୍ତି।  ବିବାହ ଉତ୍ସବରେ ସାମିଲ ହୋଇଥିଲେ ସମ୍ପର୍କୀୟ ଓ ଅତି ପାଖ ଲୋକ ।

ପିପିଲି (କେନ୍ୟୁଜ): ସରିଲା ନିର୍ବନ୍ଧ, ବିବାହ ବନ୍ଧନରେ ବାନ୍ଧି ହେଲେ ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ପିପିଲି ସିଉଳା ଗୁଡ଼ିଆ ପୋଖରୀ ନିକଟ ଆଡ଼ଭେଞ୍ଜର କଲ୍ୟାଣ ମଣ୍ଡପରେ ଦିବ୍ୟଶଙ୍କର ମିଶ୍ରଙ୍କର ଗୁପ୍ତ ଭାବରେ ବିବାହ କରିଥିଲେ। ଉଭୟ ପକ୍ଷର ସମ୍ପର୍କୀୟଙ୍କ ଉପସ୍ଥିତିରେ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ବିବାହ ଉତ୍ସବରେ ସାମିଲ ହୋଇଥିଲେ ସମ୍ପର୍କୀୟ ଓ ଅତି ପାଖ ଲୋକ । ତେବେ ସବୁ ଲୋକଙ୍କୁ ବିବାହ ଉତ୍ସବକୁ ଛଡାଯାଇ ନାହିଁ । ଯେଉଁମାନଙ୍କ ନିକଟରେ ପାସ ଅଛି ସେମାନଙ୍କୁ ଛଡାଯିବାକୁ ଅନୁମତି ରହିଛି । ତେବେ ସବୁ ଲୋକଙ୍କୁ ବିବାହ ଉତ୍ସବକୁ ଛଡାଯାଉ ନାହିଁ ।

କିଛି ଦିନ ହେଲା, କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ପୁଣି ବିବାହ କରୁଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉ୍ଥିଲା । ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ପ୍ରିୟଙ୍କାଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା । ଯାହା ଏବେ ସତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.