Browsing Tag

married

ଥାନାରେ ବର କନିଆ ଅଟକ, ରାସ୍ତାରେ କଥା ହେଉଥିବା ବେଳେ ଲୋକେ ବାହା କରାଇଦେଲେ

ବାଲେଶ୍ଵର: ବାଲେଶ୍ଵର ସହଦେବ ଖୁଣ୍ଟା ଥାନାରେ ବର କନିଆ ଅଟକ । ବିବାହ ପରେ ଥାନାରେ ଅଟକ ରହିଲେ ନବ ଦମ୍ପତି । ବାଲେଶ୍ଵର ବାଲିଆ ଅଞ୍ଚଳର ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ସହ ଜଣେ ୨୦ ବର୍ଷୀୟ ଯୁବତୀ କଥା ହେଉଥିବା ବେଳେ ସ୍ଥାନୀୟ ଲୋକେ ଧରି ବିବାହ କରାଇ ଦେଇଥିଲେ । ତେବେ ଯୁବତୀ ଜଣକ ନାବାଳିକା…

ଝିଅ ଅନ୍ୟ ଜାତିରେ ବାହା ହୋଇଥିବାରୁ ବାପାର ମୃତଦେହକୁ କାନ୍ଧ ଦେଲେନି ସାହି ପଡ଼ିଶା

ନବରଙ୍ଗପୁର: ଜାତିପ୍ରଥା ପାଇଁ ମୃତଦେହକୁ ମିଳିଲାନି ଚାରିକାନ୍ଧ । ଝିଅ ଅନ୍ୟ ଜାତିରେ ବାହା ହୋଇଥିବାରୁ ବାପାର ମୃତଦେହକୁ କାନ୍ଧ ଦେଲେନି ସାହି ପଡ଼ିଶା । ଶେଷରେ ମୃତକଙ୍କ ଭଉଣୀ ଓ ପୁଅ-ଝିଅ କାନ୍ଧରେ ନେଇ କଲେ ଅନ୍ତିମ ସତ୍କାର । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ କଂଗ୍ରା ଗାଁରେ…

ଦ୍ୱିତୀୟ ଇଂନିସ ଆରମ୍ଭ କଲେ ମନ୍ମଥ ରାଉତରାୟ, ରୋଜାଲିନ୍‌ ପଟ୍ଟନାୟକଙ୍କୁ କଲେ ଜୀବନ ସାଥି

ଭୁବନେଶ୍ୱର : ବାହା ହେଲେ ମନ୍ମଥ ରାଉତରାୟ । ଦ୍ବିତୀୟ ବିବାହ କରିଛନ୍ତି ବରିଷ୍ଟ କଂଗ୍ରେସ ନେତା ତଥା ସୁରେଶ ରାଉତରାୟଙ୍କ ସାନ ପୁଅ । ପ୍ରଥମ ବିବାହ ବିଚ୍ଛେଦ ପରେ ସେ ପଟିଆ ଅଞ୍ଚଳର ଜଣେ ଯୁବତୀଙ୍କୁ ଜୀବନସାଥୀ ବାଛିଛନ୍ତି । ମନ୍ମଥଙ୍କ ପତ୍ନୀଙ୍କ ନାଁ ହେଉଛି ରୋଜାଲିନ୍‌ ପଟ୍ଟନାୟକ । ସେ…

ପୁଣି ଥରେ ବିବାହ କଲେ ଆଇପିଏସ୍ ଅଫିସର ସାରା ଶର୍ମା, ମରାଠୀ ଡାକ୍ତରଙ୍କ ଧରିଲେ ହାତ

ଭୁବନେଶ୍ୱର : ପୁଣି ବିବାହ ବନ୍ଧନରେ ଆବଦ୍ଧ ହେଲେ ଆଇପିଏସ୍ ଅଫିସର ସାରା ଶର୍ମା । ସେ ମରାଠୀ ଡାକ୍ତର ମହେଶ ପାଣ୍ଡେଙ୍କୁ ବିବାହ କରିଛନ୍ତି । ୟୁରୋଲୋଜିଷ୍ଟ ଭାବେ ମହେଶ ପୁନେର ଏକ ବଡ଼ ଡାକ୍ତରଖାନାରେ କାର୍ଯ୍ୟରତ ।  ମହେଶଙ୍କ ନିଜ ଘର ନାସିକରେ । ତେବେ ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର…

ଚର୍ଚ୍ଚାରେ ଓଡିଶାର ଆଉ ଦୁଇ ଜିଲ୍ଲାପାଳ: IAS ସମର୍ଥଙ୍କ ହାତ ଧରିବେ ସ୍ବଧାଦେବ !

ଭୁବନେଶ୍ୱର (କେନ୍ୟୁଜ): ପୁଣି ଚର୍ଚ୍ଚାରେ ଆଉ ଦୁଇ ଜିଲ୍ଲାପାଳ। ସମ୍ବଲପୁର ଜିଲ୍ଲାପାଳ ଓ ବଲାଙ୍ଗୀର ଜିଲ୍ଲାପାଳଙ୍କ ବିବାହ ପରେ ପୁଣି ରାଜ୍ୟର ଆଉ ଦୁଇ ଜିଲ୍ଲାପାଳ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସହ ରାୟଗଡା ଜିଲ୍ଲାପାଳ ସ୍ବଧାଦେବ ସିଂହଙ୍କ ଶୁଭ…

ସରିଲା ନିର୍ବନ୍ଧ, ବିବାହ ବନ୍ଧନରେ ବାନ୍ଧିହେଲେ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର : ଯେଉଁମାନଙ୍କ ନିକଟରେ ପାସ ଅଛି…

ପିପିଲି (କେନ୍ୟୁଜ): ସରିଲା ନିର୍ବନ୍ଧ, ବିବାହ ବନ୍ଧନରେ ବାନ୍ଧି ହେଲେ ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ପିପିଲି ସିଉଳା ଗୁଡ଼ିଆ ପୋଖରୀ ନିକଟ ଆଡ଼ଭେଞ୍ଜର କଲ୍ୟାଣ ମଣ୍ଡପରେ ଦିବ୍ୟଶଙ୍କର ମିଶ୍ରଙ୍କର ଗୁପ୍ତ ଭାବରେ ବିବାହ କରିଥିଲେ। ଉଭୟ ପକ୍ଷର ସମ୍ପର୍କୀୟଙ୍କ ଉପସ୍ଥିତିରେ…

ଲୋକେଶ ରାହୁଲଙ୍କ ପରେ ନୂଆ ଇଂନିସ ଆରମ୍ଭ କଲେ ଅକ୍ଷର ପଟେଲ୍‌, ମେହାଙ୍କୁ କଲେ ଜୀବନସାଥୀ

କ୍ରିକେଟରେ ଏବି ବିବାହ ସିଜିନ୍‌ ଚାଲିଛି । ଲୋକେଶ ରାହୁଲଙ୍କ ପରେ ନୂଆ ଇଂନିସ ଆରମ୍ଭ କରିଛନ୍ତି ଅକ୍ଷର ପଟେଲ୍‌ । ବିହାହ ବନ୍ଧରେ ବାନ୍ଧି ହେଲେ ସ୍ପିନ ବୋଲର ଅକ୍ଷର ପଟେଲ୍‌ । ମେହା ପଟେଲଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି । ଗୁଜରାଟ ଭଦୋଦରାରେ ପାରମ୍ପରିକ ରୀତିନୀତିରେ…

ବାଲ୍ୟବନ୍ଧୁଙ୍କ ଧରିଲେ ହାତ, ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ପୂର୍ବତନ ହକି ତାରକା ଲିଲିମା ମିଞ୍ଜ୍ ଓ ଷ୍ଟାଲିନ…

ସୁନ୍ଦରଗଡ (କେନ୍ୟୁଜ): ବିଶ୍ଵକପ ହକି ପାଇଁ ସମଗ୍ର ସୁନ୍ଦରଗଡ ଜିଲ୍ଲା ଚଳଚଞ୍ଚଳ ହୋଇପଡିଥିବା ବେଳେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ୨ ହକି ତାରକା। ରିଓ ଅଲମ୍ପିକରେ ମହିଳା ହକି ଦଳର ସଦସ୍ୟା ଥିବା ଲିଲିମା ମିଞ୍ଜ୍। ଆଜି ନିଜ ଜୀବନସାଥି ରୁପେ ପୁର୍ବତନ ଆନ୍ତର୍ଜାତିୟ ହକି ଖେଳାଳୀ…

ଆଉ ଜଣେ ମୀରାବାଈ, ଭଗବାନ ବିଷ୍ଣୁଙ୍କୁ ବିବାହ କରି ମଥାରେ ସିନ୍ଦୁର ପିନ୍ଧିଲେ ପୂଜା…

ରାଜସ୍ଥାନର ପୂଜା ସିଂହ ଏବେ ଖୁବ୍‌ ଚର୍ଚ୍ଚାରେ। ପୂଜାଙ୍କ ବିବାହକୁ ନେଇ ହେଉଛି ଚର୍ଚ୍ଚା। ରାଜସ୍ଥାନର ଯେଉଁଠି ଦେଖିବ କେବଳ ସେହି ଗୋଟିଏ କଥା ଯେ କଳିଯୁଗରେ ବି ମୀରାଙ୍କ ଭଳି ଜଣେ ବିଷ୍ଣୁ ଭକ୍ତ ମିଳିଯାଇଛନ୍ତି ଆଉ ସେ ଭଗବାନ ବିଷ୍ଣୁଙ୍କୁ ବିବାହ କରିନେଇଛନ୍ତି କହିଲେ ଆପଣ କଣ ବିଶ୍ୱାସ…

ବିବାହରେ ଅଯଥା ଖର୍ଚ୍ଚ ରୋକିବାକୁ ଯାଇ ମାତ୍ର ୫୦୦ଟଙ୍କାରେ ବିବାହ କଲେ ସିଟି ମାଜିଷ୍ଟ୍ରେଟ୍ ଓ ସେନା ଅଫିସର

ସାଧାରଣତଃ ଆମ ସମାଜରେ ଲୋକେ ବାହାଘରକୁ ମନୋରମ ଓ ସ୍ମୃତିମୟ କରିବାକୁ ବହୁତ ଟଙ୍କା ଖର୍ଚ୍ଚ କରି ବହୁତ ଧୂମଧାମରେ କରିଥାନ୍ତି। ଆଉ ଯଦି କିଏ ସରକାରୀ ଅଧିକାରୀ ହୋଇଥାନ୍ତି ସେ ଆହୁରି ଜାକଜକମରେ ବାହାଘର ଆୟୋଜନ କରନ୍ତି। କିନ୍ତୁ ଧାରର ଜଣେ ମହିଳା ଅଧିକାରୀ ବିବାହରେ ଅଯଥା ଖର୍ଚ୍ଚ ରୋକିବାକୁ…

ଲକ୍ ଡାଉନରେ ନିଆରା ବାହାଘର: ବାଜିଲାନି ବାଜା ଆସିଲେନି ବରଯାତ୍ରୀ, ମାସ୍କ ପିନ୍ଧି ବାହା ହେଲେ ବରକନ୍ୟା

ଅନୁଗୁଳ: ନା ବାଜା, ବାଜଣା। ନା ବାଣ କି ବରଯାତ୍ରୀ। ବନ୍ଧୁବାନ୍ଧବଙ୍କ କୋଳାହଳ ବି ନାହିଁ। ମାତ୍ର ୮ଜଣ ଲୋକରେ ସମ୍ପନ୍ନ ହୋଇଛି ବିବାହ ଉତ୍ସବ। ବରକନ୍ୟା ମୁହଁରେ ମାସ୍କ ପିନ୍ଧି ବିବାହ କରିଛନ୍ତି। ସାରା ଦେଶରେ କରୋନା କାୟା ବିସ୍ତାର କରୁଥିବାବେଳେ ଅନୁଗୁଳ ଜିଲ୍ଲା ତାଳଚେର କାରିଗରପଡାରେ…

୨୧ ବର୍ଷୀୟ ଯୁବତୀ କଲେ ନିଜ ବାପାଙ୍କୁ ବିବାହ, କାରଣ ଜାଣିଲେ ଉଡିଯିବ ଆପଣଙ୍କ ହୋସ୍‌

ବାପା-ଝିଅର ସମ୍ପର୍କକୁ ଆମ ସମାଜରେ ଅତି ପବିତ୍ର ସମ୍ପର୍କ। ଏହି ସମ୍ପର୍କରେ ସ୍ନେହ, ଭଲପାଇବା, ଶ୍ରଦ୍ଧା ରହିଥାଏ। କିନ୍ତୁ ଆଜିକାଲି ସମାଜରେ ଏହି ସମ୍ପର୍କରେ ଅନେକ ପ୍ରକାର ଅଘଟଣ ଦେଖିବାକୁ ମିଳିଛି । ଏମିତି ଏକ ଘଟଣା ନିବ୍ରାସ୍କାରେ ଦେଖିବାକୁ ମିଳିଛି। ଯେଉଁଠି ୨୧ ବର୍ଷୀୟ ଯୁବତୀ ନିଜ…