Below header

ରାଜଧାନୀରେ ନାବାଳିକାକୁ ମାଲିକାଣୀଙ୍କ ନିର୍ଯାତନା, ୧୩ ବର୍ଷର ଝିଅକୁ ଉଦ୍ଧାର କଲା ଚାଇଲ୍‌ଡ ଲାଇନ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ନାବାଳିକାକୁ ମାଲିକାଣୀଙ୍କ ନିର୍ଯାତନା । ଭୁବନେଶ୍ୱର ପଳାଶୁଣି ବ୍ୟାଙ୍କ କଲୋନୀରୁ ୧୩ ବର୍ଷର ଝିଅକୁ ଉଦ୍ଧାର କରିଛି ଚାଇଲ୍‌ଡ ଲାଇନ୍‌ । କମ୍ପାନୀ କାମ ପରେ ନାବାଳିକାଙ୍କୁ ନିଜ ଘର କାମରେ ଲଗାଉଥିଲେ ମାଲିକାଣୀ । ଗରିବ ପରିବାରରୁ ଝିଅ ଆଣି ଘରେ ଶ୍ରମିକ ଭଳି କାମ କରାଉଥିଲେ । କାମ ନକଲେ ଘର ମାଲିକ ଅତ୍ୟାଚାର କରୁଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.