Browsing Tag

Childline rescues

ରାଜଧାନୀରେ ନାବାଳିକାକୁ ମାଲିକାଣୀଙ୍କ ନିର୍ଯାତନା, ୧୩ ବର୍ଷର ଝିଅକୁ ଉଦ୍ଧାର କଲା ଚାଇଲ୍‌ଡ ଲାଇନ୍‌

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ନାବାଳିକାକୁ ମାଲିକାଣୀଙ୍କ ନିର୍ଯାତନା । ଭୁବନେଶ୍ୱର ପଳାଶୁଣି ବ୍ୟାଙ୍କ କଲୋନୀରୁ ୧୩ ବର୍ଷର ଝିଅକୁ ଉଦ୍ଧାର କରିଛି ଚାଇଲ୍‌ଡ ଲାଇନ୍‌ । କମ୍ପାନୀ କାମ ପରେ ନାବାଳିକାଙ୍କୁ ନିଜ ଘର କାମରେ ଲଗାଉଥିଲେ ମାଲିକାଣୀ । ଗରିବ ପରିବାରରୁ ଝିଅ ଆଣି ଘରେ ଶ୍ରମିକ…