Below header

ଆଜିଠାରୁ ବ୍ରହ୍ମପୁରରେ ଖୋଲିଲା କଲେଜ ଓ ବିଶ୍ୱବିଦ୍ୟାଳୟ, ଜିଲ୍ଲାର ୫ଟି କେନ୍ଦ୍ରରେ ଯୁକ୍ତ ଦୁଇ ପରୀକ୍ଷା ଖାତାର ମାନ୍ୟୁଆଲ ମୁଲ୍ୟାୟନ ପ୍ରକିୟା ଆରମ୍ଭ

ଭୁବନେଶ୍ବର : ଆଜିଠାରୁ ଖୋଲିଲା କଲେଜ ଓ ବିଶ୍ୱବିଦ୍ୟାଳୟ । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ କଲେଜ ଖୋଲିବା ପାଇଁ  ନିର୍ଦ୍ଦେଶ ଦିଆଯାଇଛି । ଲକ୍‌ଡାଉନ୍‌ ପରେ ଦୀର୍ଘଦିନର ବ୍ୟବଧାନ ପରେ ବ୍ରହ୍ମପୁରରେ ଆଜି କଲେଜ ଖୋଲିବା ପରେ ପହଞ୍ଚିଛନ୍ତି ଅଧ୍ୟାପକ ଓ ଅଧ୍ୟାପିକା । ଅନ୍ୟପଟେ ଜିଲ୍ଲାର ୫ଟି କେନ୍ଦ୍ରରେ ଆଜିଠାରୁ ଯୁକ୍ତ ଦୁଇ ପରୀକ୍ଷା ଖାତାର ମାନ୍ୟୁଆଲ ମୁଲ୍ୟାୟନ ପ୍ରକିୟା ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.