Below header

କୁନ୍ଦୁଲି ଘଟଣା: ତଦନ୍ତ କମିଶନଙ୍କ ରିପୋର୍ଟ ଆସିବା ପରେ ପରିବାର ନିରାଶ, ସିବିଆଇ ତଦନ୍ତ ପାଇଁ ଦାବି 

ଜୟପୁର(କେନ୍ୟୁଜ୍) : କୁନ୍ଦୁଲି ଘଟଣା ନେଇ ତଦନ୍ତ କମିଶନଙ୍କ ରିପୋର୍ଟ ସାର୍ବଜନୀନ ହେବା ପରେ, ପୀଡ଼ିତାଙ୍କ ପରିବାର ନିରାଶ। ଏ ଘଟଣାର ସିବିଆଇ ତଦନ୍ତ ଦାବି କରୁଛନ୍ତି। ନ୍ୟାୟ ମିଳିନଥିବା କହି ପୀଡ଼ିତାଙ୍କ ମାଆ ଏଥି ପାଇଁ କିଛି ରାଜନେତାଙ୍କୁ ଦାୟୀ କରିଛନ୍ତି। ଝିଅକୁ ନେଇ କେହି କିଛି ପଚାରିଲେ, ମାଆ ଆଖିରୁ ଲୁହ ଝରି ପଡୁଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.