କୁନ୍ଦୁଲି ଘଟଣା: ତଦନ୍ତ କମିଶନଙ୍କ ରିପୋର୍ଟ ଆସିବା ପରେ ପରିବାର ନିରାଶ, ସିବିଆଇ ତଦନ୍ତ ପାଇଁ ଦାବି
ଜୟପୁର(କେନ୍ୟୁଜ୍) : କୁନ୍ଦୁଲି ଘଟଣା ନେଇ ତଦନ୍ତ କମିଶନଙ୍କ ରିପୋର୍ଟ ସାର୍ବଜନୀନ ହେବା ପରେ, ପୀଡ଼ିତାଙ୍କ ପରିବାର ନିରାଶ। ଏ ଘଟଣାର ସିବିଆଇ ତଦନ୍ତ ଦାବି କରୁଛନ୍ତି। ନ୍ୟାୟ ମିଳିନଥିବା କହି ପୀଡ଼ିତାଙ୍କ ମାଆ ଏଥି ପାଇଁ କିଛି ରାଜନେତାଙ୍କୁ ଦାୟୀ କରିଛନ୍ତି। ଝିଅକୁ ନେଇ କେହି କିଛି…