Below header

କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ହାଇକୋର୍ଟରେ ଶୁଣାଣିି, ତଦନ୍ତ ସାରିବାକୁ ସରକାରଙ୍କୁ ଆଉ ମାସେ ସମୟ ଦେଲେ କୋର୍ଟ

କଟକ (କେନ୍ୟୁଜ୍) : କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ହାଇକୋର୍ଟରେ ଶୁଣାଣିି । ତଦନ୍ତ ସାରିବାକୁ ସରକାରଙ୍କୁ ଆଉ ଏକ ମାସ ସମୟ ଦେଲେ କୋର୍ଟ । ଏକ ମାସ ପରେ ପୁଣି ଥରେ ହାଇକୋର୍ଟ ତଦନ୍ତର ଅଗ୍ରଗତି ନେଇ ସମୀକ୍ଷା କରିବେ । ମାମଲାର ଏସଆଇଟି ତଦନ୍ତ ଲାଗି ମଧ୍ୟ ପ୍ରସ୍ତାବ ଦେଲେ ହାଇକୋର୍ଟ। ରାଜ୍ୟ ଓ କେନ୍ଦ୍ରୀୟ ଏଜେନ୍‌ସୀ ଅଧିକାରୀଙ୍କୁ ନେଇ ଏସଆଇଟି ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଛି। ସେପ୍ଟେମ୍ବର ୪ତାରିଖରେ ମାମଲାର ପରବର୍ତ୍ତୀ ଶୁୁଣାଣି ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.