Below header

ସୁନ୍ଦରଗଡ଼ ବିଶ୍ରା ଥାନା ଅଞ୍ଚଳରେ ଯୁବକଙ୍କ ଉପରକୁ ଗୁଳିମାଡ଼, ବର୍ତ୍ତିଗଲେ ଅଳ୍ପକେ

ଘର ଉପରକୁ ଗୁଳିମାଡ଼ । ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅଞ୍ଚଳର ଭିକି ସିଂଙ୍କ ଘର ଉପରକୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ଭିକି ସିଂଙ୍କ ଉପରକୁ ଦୁଇରୁ ତିନି ରାଉଣ୍ଡ ଗୁଳିମାଡ ହୋଇଛି । ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ ।

ରାଉଲକେଲା(କେନ୍ୟୁଜ୍): ଘର ଉପରକୁ ଗୁଳିମାଡ଼ । ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଅଞ୍ଚଳର ଭିକି ସିଂଙ୍କ ଘର ଉପରକୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ଭିକି ସିଂଙ୍କ ଉପରକୁ ଦୁଇରୁ ତିନି ରାଉଣ୍ଡ ଗୁଳିମାଡ ହୋଇଛି । ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ ।

ମିଳିଥିବା ସୂଚନା ମୁତାବକ,କାମ ନକଲେ ପୁଣି ଯୁବକଙ୍କ ଉପରକୁ ଗୁଳିମାଡ କରିବାକୁ ଧମକ ଦେଇଛନ୍ତି ଦୁର୍ବୃତ୍ତ । ଏନେଇ ବିଶ୍ରା ଥାନାରେ ଅଭିଯୋଗ କରିଛନ୍ତି ଭିକିର ପରିବାର । ଜମିଜମା ବିବାଦରୁ ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.