Below header

ଜାମ୍ମୁ-କାଶ୍ମୀରରେ କାର୍ଯ୍ୟରତ ଓଡ଼ିଆ ଯବାନ ସହିଦ୍‌

ବେଗୁନିଆ(କେନ୍ୟୁଜ୍) : ଜମ୍ମୁ-କାଶ୍ମୀରରେ ସହିଦ ହୋଇଥିବା ଓଡ଼ିଆ ଯବାନ ହେମନ୍ତ କୁମାର ପଣ୍ଡାଙ୍କ ପରିବାର ଓ ଗାଁରେ ଶୋକର ଛାୟା । ଆସନ୍ତାକାଲି ତାଙ୍କ ପୈତୃକ ଗାଁ ବେଗୁନିଆ ଅଠରାଙ୍ଗରେ ମରଶରୀର ପହଞ୍ଚିବ । ଜମ୍ମୁ-କାଶ୍ମୀର ବାରମୁଲାରେ କାର୍ଯ୍ୟରତ ଥିବାବେଳେ ତାଙ୍କ ଦେହରେ ଗୁଳି ବାଜିଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଥିଲେ । ୪ବର୍ଷ ପୂର୍ବେ ହେମନ୍ତ କୁମାର ପଣ୍ଡା ସେନାରେ ଯୋଗଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.