କେନ୍ଦ୍ରାପଡା ୫ନଂ ରାଜପଥ କେନାଲ ବ୍ରିଜ ଛକରେ ବାଇକକୁ ପିଟିଲା ଟ୍ରକ୍, ଜଣେ ମୃତ

କେନ୍ଦ୍ରାପଡା: ବାଇକକୁ ପିଟିଲା ଟ୍ରକ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ୫ନଂ ରାଜପଥ କେନାଲ ବ୍ରିଜ ଛକରେ ଗୋଟିଏ ବାଇକକୁ ଟ୍ରକ ଧକ୍କା ଦେବା ଫଳରେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଗାଁର । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଟ୍ରକ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ ଚଲାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.