Below header

ପ୍ରବଳ ବର୍ଷାରେ ବେହାଲ୍‌ ରାଜ୍ୟର ବିଭିନ୍ନ ସ୍ଥାନ, ୮ ଜିଲ୍ଲାକୁ ବଜ୍ରପାତ ନେଇ ସତର୍କତା ସୂଚନା

ଭୁବନେଶ୍ବର: ପ୍ରବଳ ବର୍ଷାରେ ବେହାଲ୍‌ ରାଜ୍ୟର ବିଭିନ୍ନ ସ୍ଥାନ। ପାଣିପାଗ ବିଭାଗର ସୂଚନା, ଆଜି ବି ବର୍ଷିବ। ବିଶେଷକରି ଖୋର୍ଦ୍ଧା, ପୁରୀ, ଜଗତସିଂହପୁରସ, ଯାଜପୁର, ମୟୁରଭଞ୍ଜ, ସୁନ୍ଦରଗଡ଼ ଓ ଦେଓଗଡରେ ପ୍ରବଳ ବର୍ଷା ହେବା ନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୮ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ସତର୍କତା ସୂଚନା ଦିଆଯାଇଛି। ଏହି ସମୟରେ ୩୪ରୁ ୪୦କିଲୋମଟର ବେଗର ପବନ ବହିବ । ୨୮ ତାରିଖରୁ ପାଗରେ ପରିବର୍ତ୍ତନ ହେବ। ବର୍ଷା ଛାଡିବା ପରେ ଶତ ଅନୁଭୂତ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.