Below header

ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ୨ ଶିକ୍ଷକ ଚାକିରିରୁ ବିଦା

ଉଦଳା(କେନ୍ୟୁଜ୍): ଜାଲ ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ଦୁଇ ଶିକ୍ଷକଙ୍କୁ ଚାକିରିରୁ ଅବ୍ୟାହତି । ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଳକ ମହୁଲପଙ୍ଖା ବିଦ୍ୟାଳୟର ସୌରଭମୟ ଆଚାର୍ଯ୍ୟ ଏବଂ ନାଟୋ ପଞ୍ଚାୟତ ହଳଦିଆସାହି ବିଦ୍ୟାଳୟର ମାନଶ୍ରୀ ନାଏକଙ୍କୁ ଚାକିରୀରୁ ବାହାର କରାଯାଇଛି ।

୨୦୧୮ ମସିହାରୁ ଉୟଭ ଜାଲ ବିଇଡି ସାର୍ଟିଫିକେଟ ଦେଇ ଜୁନିୟର ଟିଚର ଭାବେ ଚାକିରୀ କରୁଥିଲେ । ଶିକ୍ଷା ବିଭାଗର ତଦନ୍ତ ପରେ ଜିଲ୍ଲା ଶିକ୍ଷାଧିକାରୀ ଉଭୟଙ୍କୁ ଚାକିରୀରୁ ବିଦା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.