Below header

ରାଜଧାନୀର ସହିଦନଗର ଅଞ୍ଚଳରେ ୧୩ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ୨ଗିରଫ

ଭୁବନେଶ୍ବର: ଧଳା ଜହର କବଳରେ ରାଜଧାନୀ। ଦିନକୁ ଦିନ ବଢିଚାଲିଛି ଏଠାରେ ବ୍ରାଉନସୁଗାର କାରବାର। ପୁଣି ୧୩ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି । ରାଜଧାନୀରୁ ଏତେ ଟଙ୍କାର ବ୍ରାଉନସୁଗାର ଜବତ କରାଯିବା ସହିତ, ୨ ଜଣ ଚାଲାଣକାରୀଙ୍କୁ ମଧ୍ଯ ଗିରଫ କରିଛି କମିଶନରେଟ ପୋଲିସର ସ୍ପେଶାଲ ସ୍କ୍ଵାଡ୍‌ ।

ଭୁବନେଶ୍ୱର ସହିଦନଗର ଅଞ୍ଚଳରୁ ଏସବୁ ଜବତ କରାଯାଇଥିବା ଜଣାପଡିଛି । ଏନେଇ ଅଧିକ ଖୋଳତାଡ ଆରମ୍ଭ କରିଛି କମିଶନରେଟ ପୋଲିସ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.