Below header

ପୁରୀ ଜଟିଆ ବାବାଜୀ ଛକରେ ନିର୍ମମ ହତ୍ୟାକାଣ୍ଡ, ଯୁବକଙ୍କୁ ପିଟି ପିଟି ମାରିଦେଲେ

ମୃତ ଯୁବକ ନରେନ୍ଦ୍ର କୋଣ ଗୋପବନ୍ଧୁ କଲୋନୀର ଲଡୁ ନାୟକ ।ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ।ଯୁବକଙ୍କ ମୁଣ୍ଡକୁ ଆଘାତ କରାଯାଇଛି।

ପୁରୀ(କେନ୍ୟୁଜ୍): ପୁରୀ ଜଟିଆବାବାଜୀ ଛକରେ ନିର୍ମମ ହତ୍ୟାକାଣ୍ଡ । ଯୁବକଙ୍କୁ ହତ୍ୟା। ମୃତ ଯୁବକ ନରେନ୍ଦ୍ର କୋଣ ଗୋପବନ୍ଧୁ କଲୋନୀର ଲଡୁ ନାୟକ ।ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ।ଯୁବକଙ୍କ ମୁଣ୍ଡକୁ ଆଘାତ କରାଯାଇଛି। ଦୁଇଜଣ ଦୁର୍ବୃତ୍ତ ପାଇପରେ ମୁଣ୍ଡକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.