Browsing Tag

action mode

ଆକ୍ସନ୍ ମୋଡରେ ମନ୍ତ୍ରୀ, ଫୋନରେ ଅଧିକାରୀଙ୍କୁ କଲେ ତାଗିଦ୍

ବାଙ୍ଗିରିପୋଷି : ଆକ୍ସନ୍ ମୋଡରେ ମନ୍ତ୍ରୀ, ଫୋନ୍ ରେ କରୁଛନ୍ତି ତାଗିଦ୍ । କହୁଛନ୍ତି ଯେଉଁ ଭଳିଆ ରାଜପଥ ମରାମତି କାମ କରୁଛନ୍ତି ,ଆପଣଙ୍କୁ ଜେଲ ପଠେଇ ଦେବା କଥା । ଏମିତି କଣ କାମ କରାଯାଏ । ଏଭଳି ଅନେକ କଥା କହୁଛନ୍ତି ଖୋଦ୍ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ସିଧା…

ମାଫିଆଙ୍କ ଆକ୍ରମଣ ପରେ ଆକସନ୍‌ ମୋଡ୍‌ରେ ଉପଜିଲ୍ଲାପାଳ, ବେଆଇନ ଇଟା ଭାଟି ଉପରେ ବୁଲାଇଲେ ବୁଲ୍‌ଡୋଜର୍‌

ବାଲେଶ୍ୱର (କେନ୍ୟୁଜ): ବାଲେଶ୍ୱରରେ ବେଆଇନ ଇଟା ଭାଟି ଉପରେ ବୁଲିଲା ବୁଲ୍‌ଡୋଜର୍‌ । ଗତକାଲି ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ବାଲି ମାଫିଆଙ୍କ ଆକ୍ରମଣ ଘଟଣା ପରେ ଆକସନ୍‌ ମୁଡ୍‌ରେ ପୋଲିସ ପ୍ରଶାସନ । ସହଦେବଖୁଣ୍ଟା ଥାନା କଣ୍ଟାବଣିଆ ଅଞ୍ଚଳରେ ଥିବା ବେଆଇନ ଇଟା ଭାଟିକୁ ବୁଲ୍‌ଡୋଜର ଲଗାଇ…