ବାଟ୍ଲା ହାଉସ୍ ଏନ୍କାଉଣ୍ଟର: ଆତଙ୍କୀ ଆରିଜ୍ ଖାନଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳାଇଲେ ଦିଲ୍ଲୀ…
ବାଟ୍ଲା ହାଉସ୍ ଏନ୍କାଉଣ୍ଟର ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁରୁବାର ଆତଙ୍କୀ ଆରିଜ ଖାନଙ୍କ ଫାଶୀଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଛନ୍ତି। ଦିଲ୍ଲୀ ପୋଲିସ ଇନ୍ସପେକ୍ଟର ଏମ୍ସି ଶର୍ମାଙ୍କ ହତ୍ୟା ମାମଲାରେ ଆରିଜ ଖାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିଲା।
ଜଷ୍ଟିସ…