Browsing Tag

bharat ratna?

ମଧୁବାବୁଙ୍କୁ ଭାରତ ରତ୍ନ ,ଘୋଷଣା କରିବାକୁ ହାଇକୋର୍ଟର ପୂର୍ବତନ ବାର୍ ସଭାପତିଙ୍କ ଦାବି

ସାଲେପୁର : ମଧୁବାବୁଙ୍କୁ ଭାରତ ରତ୍ନ ସହ ଜନ୍ମସ୍ଥାନକୁ ଜାତୀୟ ସ୍ମାରକୀ ଘୋଷଣା କରିବାକୁ ଦାବି ।  ସାଲେପୁରରେ ରାଜ୍ୟ ସ୍ତରୀୟ ମଧୁବାବୁ ଜୟନ୍ତୀ ଅବସରରେ ଏହି ଦାବି କରିଛନ୍ତି ହାଇକୋର୍ଟ ବାର୍ ସଭାପତି ।   ଉତ୍କଳ ଗୌରବ ମଧୁସୂଦନ ଦାସ ଓଡ଼ିଆ ଜାତି ପାଇଁ ଯାହା କରି କରିଯାଇଛନ୍ତି…

ଏହି ଭାରତୀୟ ପାଇଥିଲେ ପ୍ରଥମ ଭାରତ ରତ୍ନ, ଜାଣନ୍ତୁ କେବେ ହୋଇଥିଲା ଆରମ୍ଭ

ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ହେଉଛି 'ଭାରତ ରତ୍ନ' । ପୂର୍ବତନ ଭାରତୀୟ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଦେହାନ୍ତ ପରେ କଂଗ୍ରେସ ଦଳ ତାଙ୍କୁ ଭାରତ ରତ୍ନ ଦେବାକୁ ଦାବି କରୁଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଭାରତ ରତ୍ନ ପ୍ରଥମେ କେବେ ଦେଶରେ ପରିଚିତ ହୋଇଥିଲା ଏବଂ ଏହାକୁ ପ୍ରଥମେ…

ରତନ ଟାଟାଙ୍କୁ ‘ଭାରତ ରତ୍ନ’ ଦାବି, ମହାରାଷ୍ଟ୍ର କ୍ୟାବିନେଟ୍‌ରେ ପାରିତ ହେଲା ପ୍ରସ୍ତାବ

ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ ପାଇଁ ଦାବି କରାଯାଇଛି । ଏ ନେଇ ମହାରାଷ୍ଟ୍ର କ୍ୟାବିନେଟ୍‌ରେ ଏକ ପ୍ରସ୍ତାବ ପାରିତ ହୋଇଛି । ‘ଭାରତ ରତ୍ନ’ ପାଇଁ ଶିଳ୍ପପତି ରତନ ଟାଟାଙ୍କ ନାମ ପ୍ରସ୍ତାବିତ ହୋଇ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇବାକୁ…

ପାଞ୍ଚ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ରତ୍ନ ସମ୍ମାନ, ଲାଲ କୃଷ୍ଣ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ପୁରସ୍କାର…

ନୂଆଦିଲ୍ଲୀ : ପାଞ୍ଚ ବିଶିଷ୍ଟ ବ୍ୟକ୍ତିଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚଳିତ ଥର ପାଞ୍ଚଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିହ୍ମା ରାଓ, ଚୌଧୁରୀ ଚରଣ…

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କୁ ମିଳିବ କି ଭାରତ ରତ୍ନ? କାଲି ବିଜୁ ଜୟନ୍ତୀରେ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କୁ ମିଳିବ କି ଭାରତ ରତ୍ନ ? ଗତ କିଛି ମାସ ମଧ୍ୟରେ ଏନଡିଏ ସରକାର ଭାରତ ରତ୍ନ ପାଇଁ ୫ ଜଣଙ୍କ ନାଁ ଘୋଷଣା କରିଛନ୍ତି । କାଲି ବିଜୁ ଜୟନ୍ତୀରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ବିଜୁବାବୁଙ୍କୁ ଭାରତରତ୍ନ ପ୍ରଦାନ ନେଇ…