Below header

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କୁ ମିଳିବ କି ଭାରତ ରତ୍ନ? କାଲି ବିଜୁ ଜୟନ୍ତୀରେ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କୁ ମିଳିବ କି ଭାରତ ରତ୍ନ ? ଗତ କିଛି ମାସ ମଧ୍ୟରେ ଏନଡିଏ ସରକାର ଭାରତ ରତ୍ନ ପାଇଁ ୫ ଜଣଙ୍କ ନାଁ ଘୋଷଣା କରିଛନ୍ତି । କାଲି ବିଜୁ ଜୟନ୍ତୀରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କୁ ମିଳିବ କି ଭାରତ ରତ୍ନ ? ଗତ କିଛି ମାସ ମଧ୍ୟରେ ଏନଡିଏ ସରକାର ଭାରତ ରତ୍ନ ପାଇଁ ୫ ଜଣଙ୍କ ନାଁ ଘୋଷଣା କରିଛନ୍ତି । କାଲି ବିଜୁ ଜୟନ୍ତୀରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ସମୟରେ ବିଜୁବାବୁଙ୍କୁ ଭାରତରତ୍ନ ପ୍ରଦାନ ନେଇ ଘୋଷଣା କରିପାରନ୍ତି ପ୍ରଧାନମନ୍ତ୍ରୀ ।

ବିଜୁବାବୁଙ୍କୁ ଭାରତ ରତ୍ନ ପ୍ରଦାନ କରିବାକୁ ପୂର୍ବରୁ ରାଜ୍ୟ ସରକାର ଦାବି ଉଠାଇ ଆସିଛନ୍ତି । ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ବିଜୁଙ୍କୁ ଭାରତର ସବୋର୍ଚ୍ଚ ବେସାମରିକ ସମ୍ମାନ ମିଳୁ ବୋଲି ଦାବି କରିଛନ୍ତି । .. ଚଳିତ ବର୍ଷ ୫ଜଣ ବିଶିଷ୍ଟ ବ୍ୟକ୍ତି ଲାଲକୃଷ୍ଣ ଆଡଭାନୀ, କର୍ପୁରୀ ଠାକୁର, ଚୌଧୁରୀ ଚରଣ ସିଂ, ପିଭି ନରସିହ୍ମା ରାଓ ଓ ଏମଏସ ସ୍ୱାମୀନାଥନଙ୍କୁ ଭାରତରତ୍ନ ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.