Browsing Tag

chhattisgarh police

ବରଗଡ଼ ବିଚ୍ ରାସ୍ତାରେ ହାଇଡ୍ରାମା, ଗିରଫ କରିବାକୁ ଆସି ହଟ୍ଟହଟ୍ଟା ହେଲା ଛତିଶଗଡ଼ ପୋଲିସ

ବରଗଡ଼: ବିଚ୍ ରାସ୍ତାରେ ହାଇଡ୍ରାମା । ବରଗଡ଼ ସହରରେ ହଟ୍ଟହଟ୍ଟା ହୋଇଛି ଛତିଶଗଡ଼ ପୋଲିସ । ଗିରଫ କରିବାକୁ ଆସି ହେଲା ନାକେଦମ । ଏକ ମାମଲାରେ ବରଗଡ଼ର ରୂପେଶ ଝାମରଙ୍କ ନାଁରେ ୱାରେଣ୍ଟ ଥିବା ନେଇ ଛତିଶଗଡ ପୋଲିସ ଗିରଫ କରିବାକୁ ବରଗଡ଼ ଆସିଥିଲା । ରୂପେଶଙ୍କୁ ଗିରଫ କରି ନେଉଥିବା ସମୟରେ…

ଭାଙ୍ଗୁଛି ମାଓଗଡ଼, ପୁଣି ଆତ୍ମସମର୍ପଣ କଲେ ୨୯ ମାଓବାଦୀ

ମାଲକାନଗିରି : ଭୁଶୁଡୁଛି ଲାଲ ଗଡ଼ । ଆତ୍ମସମର୍ପଣ କଲେ ୨୯ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲା SP ଙ୍କ ନିକଟରେ ୨୯ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । କୁତୁଲ ଏରିଆ କମ୍ମିଟି ମାଓ ସଙ୍ଗଠନର ଏମାନେ ସମସ୍ତେ ସକ୍ରିୟ ସଦସ୍ୟ ଥିଲେ । ଏମାନଙ୍କ ମଧ୍ୟରୁ ୨୦…

ବିଶାଲ ଦାସଙ୍କୁ ଛାଡ଼ିଲା ଛତିଶଗଡ଼ ପୋଲିସ

ଝାରସୁଗୁଡ଼ା : ନୋଟିସ ଦେଇ ବିଶାଲ ଦାସଙ୍କୁ ଛାଡ଼ିଲା ଛତିଶଗଡ଼ ସରେଇପାଲି ଥାନା ପୋଲିସ ।  ଗତକାଲି ରାତିରେ ବିଶାଲଙ୍କ ସମେତ ୧୪ଜଣଙ୍କୁ ଅଟକ ରଖିବା ପରେ ଆଜି ମାମଲା ରୁଜୁ ହୋଇଥିଲା ।  କିରିମିରା ବ୍ଲକର କିଛି ପଞ୍ଚାୟତ ସମିତି ଥାନରେ ଅଟକ ରହିବାରୁ ସ୍ଥଗିତ ରହିଛି କିରିମିରା ବ୍ଲକ ଅଧ୍ୟକ୍ଷଙ୍କ…

ମିଥ୍ୟା ଏନକାଉଣ୍ଟର ! ଛତିଶଗଡ଼ ପୋଲିସ୍ ବିରୋଧରେ ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଲା ମାଓ ସଂଗଠନ

ମାଲକାନଗିରି(କେନ୍ଯୁଜ୍): ଛତିଶଗଡ଼ ପୋଲିସ ବିରୋଧରେ ମାଓ ସଂଗଠନର ସାଙ୍ଘାତିକ ଅଭିଯୋଗ। ମିଥ୍ୟା ଏନକାଉଣ୍ଟରରେ ୩ ଟପ୍‌ କ୍ୟାଡର ମହିଳା ମାଓବାଦୀଙ୍କୁ ଡିଆରଜି ଯବାନ ମାରି ଦେଇଥିବା ଅଭିଯୋଗ ଆଣିଛି ଦରଭା ମାଓ ସଙ୍ଗଠନ । ଏନେଇ ମାଓ ଦରଭା ମାଓ ସଂଗଠନ ସଚିବ ସାଇନାଥ ପ୍ରେସ ରିଲିଜ ଜାରି କରି…