Below header
Browsing Tag

child kidnapper

ଶିଶୁକନ୍ୟା ଅପହରଣ ଅଭିଯୋଗରେ ଯୁବକକୁ ନିସ୍ତୁକ ମାଡ଼, ଯାଜପୁର କୋରେଇ ଅଞ୍ଚଳରେ ଉତ୍ତେଜନା

ଯାଜପୁର ରୋଡ ( କେ ନ୍ୟୁଜ) : ପିଲା ଚୋରିର ଭୟ ଏବେ ସାରା ରାଜ୍ୟରେ ଆତଙ୍କ ଖେଳାଇଛି । ଏଭଳି ସ୍ଥିତିରେ ଆଜି ଯାଜପୁର ଜିଲ୍ଲା କୋରେଇ ଥାନା ଅନ୍ତର୍ଗତ ମକୁନ୍ଦପୁର ଗାଁରେ ଜଣେ ନାବାଳିକାକୁ ଅପହରଣ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ବର୍ତ୍ତମାନ ସେଠାରେ ଭୀଷଣ ଉତ୍ତେଜନା…

କଟକ : ଫେଲ ମାରିଲା ପିଲା ଚୋରି, ଧରାପଡିଲାରୁ ଚୋରକୁ ଗାଁ ଲୋକ ଦେଲେ ଉତ୍ତମ ମଧ୍ୟମ

ମାହାଙ୍ଗା (କେନ୍ୟୁଜ୍) : କଟକ ଜିଲ୍ଲା ମାହାଙ୍ଗା ଇତୁକୁରକ୍ଷ ଗ୍ରାମର ବାବୁଲି ପ୍ରଧାନଙ୍କ ୮ ବର୍ଷର ପୁଅ ଦେବାଶିଷକୁ କେନ୍ଦ୍ରାପଡା ଜିଲ୍ଲା ନିକିରେଇ ଥାନା ଘୁଷୁରିଆ ମାଳ ଅଂଚଳର ୩୨ ବର୍ଷୀୟା ମଥୁରା ମଳିକ ନାମକ ଜଣେ ବ୍ୟକ୍ତି ସେହି ଇତୁକୁରକ୍ଷ ଗ୍ରାମର ବାବୁଲି ପ୍ରଧାନ ପୁଅ ଦେବାଶିଷ…