Below header
Browsing Tag

child treatment

ଅଢେଇ ବର୍ଷ ଶିଶୁ ପୁତ୍ରର ଚିକିତ୍ସା ପାଇଁ ବାପା ମା’ଙ୍କ କରୁଣ ନିବେଦନ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ସନ୍ତାନ ଖୁସି ହେଲେ ବାପା ମା’ ଖୁସି ହୁଅନ୍ତି । ପ୍ରତ୍ୟେକ ବାପା ମା’ ଚାହାନ୍ତି ତାଙ୍କ ସନ୍ତାନ ସବୁବେଳେ ଭଲରେ ରହୁ । କିନ୍ତୁ ସମୟ ସବୁବେଳେ ଠିକ୍‌ ନଥାଏ । ବେଳେବେଳେ ପରିସ୍ଥିତି ସବୁ ଖୁସି ଛଡ଼ାଇ ନିଏ । ଆମେ ଏଭଳି କହିବାର କାରଣ ବିଜୟଙ୍କ ପୁଅକୁ ହୋଇଛି ବଡ଼ ରୋଗ । ବିଜୟଙ୍କ ପରିବାରର…

ମାତ୍ର ଦେଢ଼ ବର୍ଷ ବୟସରେ ଜୀବନ ସହ ସଂଗ୍ରାମ କରିଚାଲିଛି ଦିବ୍ୟରଞ୍ଜନ: ସମ୍ବଳ ନଥିବାରୁ ଈଶ୍ୱରଙ୍କ ଭରଷାରେ ବାପା,…

ବେଙ୍ଗାଲୁରୁ: ଦୁନିଆକୁ ଜାଣିବା ପୂର୍ବରୁ ଦେଢ଼ ବର୍ଷର କୁନି ଶିଶୁ ଜୀବନ ମରଣ ସହ ଲଢ଼ୁଛି । ହୃଦଘାତ ଜନିତ ରୋଗରେ ପୀଡିତ କୁନି ଶିଶୁ ଦିବ୍ୟରଞ୍ଜନ । ଅର୍ଥ ଅଭାବ କାରଣରୁ ହୋଇପାରୁନି ଅପରେସନ । ଏପଟେ ପିତା ମାତା ଈଶ୍ୱରଙ୍କ ନିକଟରେ ଗୁହାରୀ କରିବା ସହ ପୁଅର ଅପରେସନ ପାଇଁ ସହଯୋଗ ଲୋଡିଛନ୍ତି…