Below header
Browsing Tag

china pigeon

ମୁମ୍ବାଇ: ୮ ମାସ ପରେ ଚୀନର ଗୁପ୍ତଚର ପାରାକୁ ମୁକ୍ତ କଲା ପୋଲିସ

ଚୀନ ଦ୍ୱାରା ପଠାଯାଇଥିବା ଏକ ସନ୍ଦିଗ୍ଧ ଗୁପ୍ତଚର ପାରାକୁ ୮ ମାସ ପରେ ମୁକ୍ତ କରାଯାଇଛି । ପାରାଟିକୁ ମୁମ୍ବାଇର ଏକ ପଶୁ ଚିକିତ୍ସାଳୟରେ ରଖାଯାଇଥିଲା । ଏବେ ଏହାକୁ ଛାଡ଼ି ଦିଆଯାଇଥିବା ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି । ଆର୍‌ସିଏଫ୍‌ ଥାନାର ଜଣେ ଅଧିକାରୀ କହିଛନ୍ତି ଯେ ଏଠାରେ…

ଓଡିଶାରେ ଚାଇନା ପାରା! ଗୋଡ଼ରେ ଲାଗିଛି ଚାଇନିଜ୍‌ ଭାଷାରେ ଲେଖା ଟ୍ଯାଗ୍

ରାଉରକେଲା(କେନ୍ଯୁଜ୍): ରାଉରକେଲା କାଂଶବାହାଲରେ ଗତ ୨ ତାରିଖ ଅପରାହ୍ନରେ ଏକ ପାରା ଉଦ୍ଧାର ହୋଇଛି। ଏହି ପାରାର ଆକାର ସାଧାରଣ ପାରାଠାରୁ ସାମାନ୍ଯ ବଡ଼। ତେବେ ଏହି ପାରା ଗୋଡ଼ରେ ଚୀନ ଭାଷାରେ ଲିଖିତ ଏକ ଟ୍ଯାଗ୍ ରହିଛି। ଟ୍ଯାଗ୍ ଭିତରେ ପାରା ଗୋଡ଼ରେ ଲାଗିଛି ଅଜଣା ଯନ୍ତ୍ର। ଉକ୍ତ ଟ୍ଯାଗ୍…