Below header
Browsing Tag

christmas

‘ମୋତେ ଭଲ ବାପା ଦିଅ’ : ଖ୍ରୀଷ୍ଟମାସରେ Santaଙ୍କୁ ଚିଠି ଲେଖି ଗୁହାରୀ କଲେ ୭ ବର୍ଷର ଶିଶୁ

ଖ୍ରୀଷ୍ଟମାସକୁ ଆଉ କେଇ ଦିନ ବାକି ରହିଛି। ଏଥିପାଇଁ ଲୋକମାନେ ଘରର ସାଜସଜ୍ଜାରେ ଲାଗିଛନ୍ତି। ଅନେକ ଲୋକ ତ ଏହି ପର୍ବକୁ ଏବେ ଠାରୁ ସେଲିବ୍ରେଟ୍‌ କଲେଣି। ଏହିସବୁ ମଧ୍ୟରେ ଏବେ ସୋସିଆଲ ମିଡିଆରେ ଏକ ୭ ବର୍ଷର ଶିଶୁର ଚିଠି ଭାଇରାଲ ହେଉଛି। ପିଲାଟି ଏହି ଚିଠି ସାଣ୍ଟା କ୍ଲଜକୁ ଲେଖିଛନ୍ତି ଆଉ…