Below header
Browsing Tag

cock fighting

ଫିଲିପାଇନ୍ସ : ଗଞ୍ଜା ଲଢ଼େଇ ରୋକିବା ପାଇଁ ଯାଇଥିଲେ ପୋଲିସ୍‌, ଗଞ୍ଜା ଆକ୍ରମଣରେ ହୋଇଗଲା ମୃତ୍ୟୁ

ମନିଲା : ଫିଲିପାଇନ୍ସରେ ଗଞ୍ଜା ଆକ୍ରମଣରେ ଜଣେ ପୋଲିସ ଅଫିସରଙ୍କ ମୃତ୍ୟୁ ହୋଇଛି । ପୋଲିସ ଜଣକ ଅବୈଧ ଗଞ୍ଜା ଲଢ଼େଇ ରୋକିବାକୁ ଯାଇଥିଲେ । ହେଲେ ଗଞ୍ଜା ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଗଞ୍ଜା ଡେଣାରେ ବ୍ଲେଡ୍‌ ବନ୍ଧା ଯାଇଥିବା ଜଣାଯାଇଛି । ମୃତ୍ୟୁ କେତେବେଳେ କେଉଁ ରୂପରେ…