Below header
Browsing Tag

couple burned alive

ବ୍ରଜରାଜନଗର ରାମପୁରରେ ଅଭାବନୀୟ ଘଟଣା, ଚୁଲା ନିଆଁରେ ପୋଡ଼ି ହୋଇ ଦମ୍ପତି ଜୀବନ୍ତ ଦଗ୍ଧ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗରସ୍ଥିତ ରାମପୁରଠାରେ ଘଟିଛି ଅଭାବନୀୟ ଘଟଣା। ଚୁଲା ନିଆଁରେ ପୋଡ଼ି ହୋଇ ଜୀବନ୍ତ ଦଗ୍ଧ ହୋଇଗଲେ ଦମ୍ପତି । ମୃତ ଦମ୍ପତି ହେଲେ ଗିରିବର ଦାଶ(୪୭) ଓ ତାଙ୍କ ପତ୍ନୀ ଗୀତା ଦାଶ। ଆଜି ସକାଳେ କୋଇଲା ଚୁଲାକୁ ଘର ଭିତରକୁ ନେବା ସମୟରେ ଅସାବଧାନତା ହେତୁ…

ଗୁଣି ଗାରେଡି ସନ୍ଦେହରେ ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ ! ଆଦିବାସୀ ବୃଦ୍ଧ ଦମ୍ପତି ଜୀବନ୍ତ ଦଗ୍ଧ

ଯାଜପୁର ରୋଡ୍: ଯାଜପୁର କଳିଙ୍ଗନଗର ଥାନା ନିମପଲ୍ଲୀ ଗାଁ ସୁରୀସାହି ଆଦିବାସୀ ବସ୍ତିରେ ଅଭାବନୀୟ ଘଟଣା । ଗୁଣିଗାରେଡି ସନ୍ଦେହରେ ଘରେ ନିଆଁ ଲଗାଇ ଆଦିବାସୀ ବୃଦ୍ଧ ଦମ୍ପତିଙ୍କ ହତ୍ଯା ସନ୍ଦେହ । ଘରେ ନିଆଁ ଲଗାଇ ଉଭୟଙ୍କୁ ପୋଡି ମରାଯାଇଥିବା ସନ୍ଦେହ କରିଛି ପୋଲିସ୍ । ଘଟଣାସ୍ଥଳରେ ପୋଲିସ୍…