Below header

ଗୁଣି ଗାରେଡି ସନ୍ଦେହରେ ଘରେ ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ ! ଆଦିବାସୀ ବୃଦ୍ଧ ଦମ୍ପତି ଜୀବନ୍ତ ଦଗ୍ଧ

ଯାଜପୁର ରୋଡ୍: ଯାଜପୁର କଳିଙ୍ଗନଗର ଥାନା ନିମପଲ୍ଲୀ ଗାଁ ସୁରୀସାହି ଆଦିବାସୀ ବସ୍ତିରେ ଅଭାବନୀୟ ଘଟଣା । ଗୁଣିଗାରେଡି ସନ୍ଦେହରେ ଘରେ ନିଆଁ ଲଗାଇ ଆଦିବାସୀ ବୃଦ୍ଧ ଦମ୍ପତିଙ୍କ ହତ୍ଯା ସନ୍ଦେହ । ଘରେ ନିଆଁ ଲଗାଇ ଉଭୟଙ୍କୁ ପୋଡି ମରାଯାଇଥିବା ସନ୍ଦେହ କରିଛି ପୋଲିସ୍ । ଘଟଣାସ୍ଥଳରେ ପୋଲିସ୍ ପହଁଚି ଦୁଇଟି ଜୀବନ୍ତ ଦଗ୍ଧ ମୃତଦେହ ଠାବ କରିଛି । ସୂଚନା ଥାଉକି, କିଛିଦିନ ତଳେ ଗୁଣିଗାରେଡି ସନ୍ଦେହରେ ଓଲଳ ପଞ୍ଚାୟତ ଛତରା ଗାଁରେ ଜଣେ ବୃଦ୍ଧଙ୍କ ମୁଣ୍ଡ କାଟି ହତ୍ଯା କରାଯାଇଥିବା ଖବର ସାମ୍ନାକୁ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.