Below header
Browsing Tag

crine news

ପାରିବାରିକ କଳହର ଉଗ୍ର ରୂପ, ଢ଼େଙ୍କାନାଳ ଖୁଣ୍ଟଉଝୁରୀ ଗାଁରେ ଦିଅରର କଟୁରୀ ଚୋଟରେ ଭାଉଜର ମୃତ୍ୟୁ

ଢ଼େଙ୍କାନାଳ: ଦିଅରର କଟୁରୀ ଚୋଟରେ ଭାଉଜଙ୍କ ମୃତ୍ୟୁ । ମୃତକ ହେଲେ ଢ଼େଙ୍କାନାଳ ସଦର ଥାନା ଖୁଣ୍ଟଉଝୁରୀ ଗାଁର ତୁଳସୀ ବେହେରା । ପାରିବାରିକ କଳହକୁ କେନ୍ଦ୍ର କରି ସୁରେଶ ବେହେରା ଏକ କଟୁରୀରେ ତାଙ୍କ ଭାଉଜଙ୍କୁ ଆକ୍ରମଣ କରିଥିଲା । ଅଭିଯୁକ୍ତକୁ ପୋଲିସ ଅଟକ ରଖି ତଦନ୍ତ ଚଲାଇଛି ।