Below header
Browsing Tag

cuttack containment zone

କଟକ ଚାଉଳିଆଗଞ୍ଜ ନିମ୍ବ ସାହି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା, ବହୁ ସଂଖ୍ଯକ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ…

କଟକ: କଟକ ସହରରେ ଦିନକୁ ଦିନ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି କଟକ ଜିଲ୍ଲାରୁ ୧୧୭ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ସହରରେ ପୁଣି ନୂଆ କଣ୍ଟେନମେଣ୍ଟ ଜୋନ୍‌ ଭାବେ ସାମ୍ନାକୁ ଆସିଛି ଚାଉଳିଆଗଞ୍ଜ ନିମ୍ବ ସାହି ଅଞ୍ଚଳ। CMC ପକ୍ଷରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ…

କଟକ ଖଟବିନ୍‌ ସାହିର ବାରିଲେନ୍‌ କଣ୍ଟେନମେଣ୍ଟ ଜୋନ୍ ଘୋଷଣା, ଏକାକାଳୀନ ୫୦ରୁ ଅଧିକ ପଜିଟିଭ ଚିହ୍ନଟ ହେବା ପରେ…

କଟକ : କଟକ ସ୍ଥିତ ଖଟବିନ୍‌ ସାହିର ବାରିଲେନ୍‌ ହେଲା କଣ୍ଟେନମେଣ୍ଟ ଜୋନ୍‌ । ସହରରୁ ମଙ୍ଗଳବାର ଦିନ ଏକାକାଳୀନ ୫୦ରୁ ଅଧିକ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକ ସ୍ଥିତ ୧୫ନଂ ଓ୍ଵାର୍ଡ ଖଟବିନ୍‌ ସାହିର ବାରିଲେନ୍‌ ଖଟବିନ୍‌ ସାହିରୁ ୩୦ରୁ ଅଧିକ ଜଣ ଆକ୍ରାନ୍ତ ହୋଇଛନ୍ତି । ସିଏମସି…