ପୁଣି ଚିନ୍ତା ବଢାଇଲାଣି କରୋନା: କଟକର ଘରୋଇ ସାଇନ୍ସ କଲେଜରୁ ପୁଣି ୧୩ ଜଣ ପଜିଟିଭ୍ ଚିହ୍ନଟ
କଟକ: କଟକରେ ପୁଣି ଚିନ୍ତା ବଢାଇଲାଣି କରୋନା । କଟକର ଏକ ଘରୋଇ ସାଇନ୍ସ କଲେଜରୁ ପୁଣି ୧୩ ଜଣ ପଜିଟିଭ୍ ଚିହ୍ନଟ । ବୁଧବାର ଦିନ ୧୨ ଜଣ ଚିହ୍ନଟ ହୋଇଥିଲେ । ଏହା ପୂର୍ବରୁ ଜଣେ ଛାତ୍ର ପଜିଟିଭ୍ ହୋଇଥିଲେ । ଏହା ପରେ ଗତକାଲି ୭୧ ଜଣଙ୍କ କୋଭିଡ୍ ପରୀକ୍ଷା କରାଯାଇଥିଲା । ସେମାନଙ୍କ…